Jump to content

ହେମାବେନ୍ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ

ହେମାବେନ୍ ଆଚାର୍ଯ୍ୟ (୧୦ ଅଗଷ୍ଟ ୧୯୩୩[] – ୧୧ ମଇ ୨୦୨୫) ଜଣେ ଭାରତୀୟ ରାଜନେତା ଥିଲେ । ସେ ଜଣେ ଭାରତୀୟ ଜନତା ପାର୍ଟିର ନେତା ଥିଲେ। ସେ ୧୯୭୫ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଗୁଜରାଟ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସେ ଗୁଜରାଟ ବିଧାନସଭାରେ ଜୁନାଗଡ଼ (ବିଧାନସଭା ନିର୍ବାଚନମଣ୍ଡଳୀ)ରୁ ପ୍ରତିନିଧିତ୍ୱ କରିଥିଲେ ।[]


ଆଚାର୍ଯ୍ୟ ୧୧ ମଇ ୨୦୨୫ରେ ୯୧ ବର୍ଷ ବୟସରେ ଜୁନାଗଡ଼ରେ ମୃତ୍ୟୁବରଣ କରିଥିଲେ।[]

  1. પ્રખર જનસંઘી અને ગુજરાતના પૂર્વ આરોગ્ય મંત્રી હેમાબેન આચાર્યનું જૂનાગઢમાં 93 વર્ષની જૈફ વયે નિધન[permanent dead link] (in Gujarati)
  2. "BJP MP Suryakant Acharya passes away | NetIndian". Archived from the original on 2018-04-16. Retrieved 2026-02-03.
  3. Former Gujarat health minister Hemaben Acharya passes away at 92