ହିନ୍ଦୋଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୨,୩୦୮
ଜିଲ୍ଲା: ଢେଙ୍କାନାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ହିନ୍ଦୋଳ (କ୍ରମିକ ସଂଖ୍ୟା: ୫୬) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ହିନ୍ଦୋଳ ବ୍ଳକ ଓ ଓଡ଼ାପଡ଼ା ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ସୀମାରାଣୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଲକ୍ଷ୍ମୀଧର ବେହେରାଙ୍କଠାରୁ ୫୦୪୯୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଞ୍ଜଳି ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରେବତୀ ବେହେରାଙ୍କଠାରୁ ୧୫,୦୩୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ହିନ୍ଦୋଳ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅଞ୍ଜଳି ବେହେରା ୬୦,୨୯୧ ୪୪.୮୩ -
କଂଗ୍ରେସ ରେବତୀ ବେହେରା ୪୫,୨୫୨ ୩୩.୬୫ -
ଭାଜପା ଲକ୍ଷ୍ମୀଧର ବେହେରା ୨୩,୧୫୭ ୧୭.୨୨ -
ବସପା ଗୋଲେଖ ବିହାରି ନାଏକ ୧,୬୫୭ ୧.୨୩ -
ସ୍ୱାଧୀନ ନାରାୟଣ ନାୟକ ୧,୨୧୫ ୦.୯୦ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ନାରାୟଣ ନାଏକ ୧,୦୯୦ ୦.୮୧ -
ସମୃଦ୍ଧ ଓଡ଼ିଶା ପୁଷ୍ପାଞ୍ଜଳି ନାୟକ ୯୭୦ ୦.୭୨ -
ସପା ସୁରେଶ ଚନ୍ଦ୍ର ନାଏକ ୮୬୫ ୦.୬୪ -
ଭୋଟ ବ୍ୟବଧାନ ୧୫,୦୩୯ ୧୧.୧୮* -
ମତଦାନ ହାର ୧,୩୪,୫୩୦ ୬୨.୨୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]

ଆଧାର[ସମ୍ପାଦନା]

  1. "Hindol Assembly Election 2009, Orissa". empoweringindia.org. Retrieved 9 June 2013. Constituency: Hindol (56) District : Dhenkanal
  2. Assembly Constituencies and their EXtent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 117-Hindol Constituency of ORISSA". eci.nic.in. 2006. Retrieved 9 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]