ହାତିମୁରା ମନ୍ଦିର
ଦେଖଣା
| Hatimura Temple | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | Silghat |
| State | Assam |
| Country | India |
| Architecture | |
| Pramatta Singha | |
ହାତିମୁରା ମନ୍ଦିର, ଭାରତୀୟ ରାଜ୍ୟ ଆସାମର ନଗାଁଓ ଜିଲ୍ଲାର ସିଲଘାତଠାରେ ଅବସ୍ଥିତ ଥିବା ଏକା ଶକ୍ତି ମନ୍ଦିର । ଏହାକୁ 1667 ଶକାବ୍ଦ ବା 1745 ମସିହାରେ ଆହୋମ ରାଜା ପ୍ରମତ୍ତ ସିଂହ ନିର୍ମାଣ କରେଇଥିଲେ । ଏଠାରେ ଆରାଧ୍ୟା ଦେବୀ ଦୂର୍ଗା ରହିଛନ୍ତି । ତାଙ୍କୁ ସ୍ଥାନୀୟ ଅଞ୍ଚଳରେ " ମହିଷାମର୍ଦିନି" କୁହା ଯାଏ । ପୁରାତନ କାଳରେ ଏଠାରେ ମଣିଷ ବଳି ପ୍ରଥା ଥିଲା ବୋଲି କୁହାଯାଏ । ଏହି ପୀଠ ଥିବା ଅଞ୍ଚଳ ଅତୀବ ରମଣୀୟ ଓ ପ୍ରକୃତିକ ସୁନ୍ଦରତାରେ ଭରା । ନିକଟରେ ଥିବା କଙ୍କାନ ହଜାରିକା ହ୍ରଦ ପ୍ରକୃତିକ ଶୋଭା ପାଇଁ ଖ୍ୟାତ ।
ଆଧାର
[ସମ୍ପାଦନା]- ↑ Baruah, B. K.; Sreenivasa Murthy, H. V. The Hatimura Temple. Hindu books universe. Archived from the original on August 30, 2017. Retrieved Dec 12, 2009.
- ↑ "Nagaon Attraction: Hatimura Temple". Sulekha.com. Retrieved 12 December 2009.[permanent dead link]
- ↑ "Hatimura Temple". Indian Temples Portal. Archived from the original on 25 September 2019. Retrieved 12 December 2009.
- ↑ "Hatimura temple at Silghat". Assam On Net. Archived from the original on 19 October 2007. Retrieved 12 December 2009.