ହାଟପାଟଣା

ଉଇକିପିଡ଼ିଆ ରୁ
Jump to navigation Jump to search

ହାଟପାଟଣା

ହାଟପାଟଣା କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡା ବ୍ଲକର ଏକ ଗ୍ରାମ । ଏହି ଗ୍ରାମର ଲୋକସଂଖ୍ୟା ପାଖାପାଖି ୫୦୦ । ଏହି ଗ୍ରାମର ଅଧିଷ୍ଠାତା ଦେବତା ପ୍ରଭୁ ହଟକେଶ୍ୱର ମହାଦେବ । ମୁଖ୍ୟତଃ ଏହି ଗ୍ରାମର ଅଧିବାସୀଙ୍କ ପେସା କୃଷି ।ଏହି ଗ୍ରାମର ମୁଖ୍ୟ ସଂଘ ହେଲା ହରଗଉରୀ ଯୁବକ ସଂଘ ।ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି ଯାହାର ନାମ ହାଟପାଟଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ ।