ହର୍ଷ ଖୁରାନା
ଦେଖଣା
ହର୍ଷ ଖୁରାନା | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୧୯୯୭–ଏବେଯାଏଁ |
ହର୍ଷ ଖୁରାନା ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଓ କଥାଚିତ୍ରରେ କାମ କରନ୍ତି ।[୧][୨][୩]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା |
|---|---|---|
| ୧୯୯୭–୨୦୦୨ | ଅମାନତ | ରୋହନ |
| ୧୯୯୭–୧୯୯୯ | ସଟର୍ଡେ ସସ୍ପେନ୍ସ | ବିଭିନ୍ନ ଅଧ୍ୟାୟ |
| ୨୦୦୦ | ୟେ ନଜ୍ଦୀକିୟାଁ | ମାନବ |
| ୨୦୦୦–୨୦୦୪ | ସୋନପରୀ | ଦୀପକ |
| ୨୦୦୧ | କୁଟୁମ୍ବ | ମାନବ |
| ୨୦୦୩ | କିସେ ଅପ୍ନା କହେଁ | ଅର୍ସଦ |
| ୨୦୦୩–ଏବେଯାଏଁ | କ୍ରାଇମ୍ ପେଟ୍ରୋଲ୍ | ବିଭିନ୍ନ ଆଧ୍ୟାୟ |
| ୨୦୧୦–୨୦୧୧ | ରିଙ୍ଗ୍ ରଙ୍ଗ୍ ରିଙ୍ଗ୍ | ରାଜ୍ |
| ୨୦୧୧–୨୦୧୨ | ଚିଣ୍ଟୁ ଚିଙ୍କି ଔର୍ ଏକ୍ ବଡ଼ି ସି ଲଭ୍ ଷ୍ଟୋରୀ | ଚିଣ୍ଟୁର ଅଙ୍କଲ୍ |
| ୨୦୧୨–୨୦୧୪ | ଜୀନ୍ନୀ ଔର୍ ଜୁଜୁ | ବେଲା |
| ୨୦୧୪ | ତୁ ମେରେ ଅଗଲ୍ ବଗଲ୍ ହୈ | ପ୍ରଯୋଜକ |
| ୨୦୧୪–୨୦୧୬ | ନୀଲି ଛତ୍ରି ୱାଲେ | |
| ୨୦୧୫ | ପିଟର୍ସନ୍ ହିଲ୍ | ରାହୁଲ ଚିଟର୍ |
| ୨୦୧୫–୨୦୧୬ | ଚଲ୍ତି କା ନାମ୍ ଗାଡ଼ି...ଲେଟ୍ସ୍ ଗୋ | ପ୍ରେମ ଚୋପ୍ରା |
କଥାଚିତ୍ର
[ସମ୍ପାଦନା]- ୮୮ ଆଣ୍ଟପ୍ ହିଲ୍ (୨୦୦୩)
- ଦି ଲିଜେଣ୍ଡ ଅଫ୍ ଭଗତ ସିଂହ (୨୦୦୨)
- ଚାଲ୍ ମନ୍ ଜୀତ୍ୱ ଜୈୟେ
ଆଧାର
[ସମ୍ପାଦନା]ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହର୍ଷ ଖୁରାନା