ହରୀଶ ଟଣ୍ଡନ୍
ହରୀଶ ଟଣ୍ଡନ କଲିକତା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବରିଷ୍ଠ ବିଚାରପତି । ନିକଟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର କଲିଜିୟମ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ତାଙ୍କ ନାମକୁ ସୁପାରିଶ କରିବା ଦ୍ଵାରା ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୩୫ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ।[୧][୨]
ପେଶା ଓ ଶିକ୍ଷା
[ସମ୍ପାଦନା]ଜଷ୍ଟିସ୍ ଟଣ୍ଦନ୍ ୧୬ ନଭେମ୍ବର ୧୯୬୪ ରେ ଜନ୍ମଗ୍ରହଣ କରି, ୧୯୮୩ ରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ ।[୩] ସେ ୧୯୮୯ ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ପାସ୍ କରିଥିଲେ । ୨୬ ସେପ୍ଟେମ୍ବର ୧୯୮୯ ରେ ଏକ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରି ଓକିଲାତି ଆରମ୍ଭ କଲେ । ଓକିଲାତି ଜୀବନରେ ସେ ପ୍ରାୟତଃ ଦେୱାନୀ ତଥା ଅପିଲ ମାମଲାଗୁଡ଼ିକ ବିଶେଷକରି କଲିକତା ଉଚ୍ଚନ୍ୟାୟାଳୟ ସହିତ ସିଟି ଅଦାଲତ, ଟ୍ରାଇବ୍ୟୁନାଲ ଏବଂ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ରେ ପରିଚାଳନା କରିଥିଲେ । ୧୩ ଅପ୍ରେଲ୍ ୨୦୨୦ ରେ କଲିକତା ଉଚ୍ଚନ୍ୟାୟାଳୟର ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[୪][୫]
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଖାଲି ପଡ଼ିଥିବା ସ୍ଥାନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଟଣ୍ଡନ୍ଙ୍କ ନାମକୁ ସୁପାରିଶ କରାଗଲା ।[୬][୭][୮][୯][୧୦] ଫଳରେ ଜଷ୍ଟିସ୍ ଟଣ୍ଡନ୍ ୨୬ ମାର୍ଚ୍ଚ ୨୦୨୫ରେ ଓଡ଼ିଶାର ରାଜ୍ୟପାଳ କମ୍ଭମପତି ହରି ବାବୁଙ୍କ ଦ୍ଵାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୩୫ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ।[୧୧]
ଆଧାର
[ସମ୍ପାଦନା]- ↑ Sucheta (2025-03-07). "SC Collegium recommends appointment of Justice Harish Tandon as Chief Justice of Orissa HC". SCC Times (in ଆମେରିକୀୟ ଇଂରାଜୀ). Retrieved 2025-03-07.
- ↑ Shukla, Suchita (2025-03-07). "Supreme Court Collegium Recommends New Chief Justice For Orissa High Court, Proposes Making Three Additional Judges For J&K&L High Court Permanent". www.verdictum.in (in ଇଂରାଜୀ). Retrieved 2025-03-07.
- ↑ "Justice Harish Tandon likely to become Orissa CJ". The Times of India. 2025-03-07. ISSN 0971-8257. Retrieved 2025-03-07.
- ↑ Nayak, Subadh (2025-03-06). "Justice Harish Tandon appointed as Chief Justice of Orissa High Court". KalingaTV (in ଆମେରିକୀୟ ଇଂରାଜୀ). Retrieved 2025-03-07.
- ↑ "Calcutta High Court - Judges". www.calcuttahighcourt.gov.in. Retrieved 2025-03-07.
- ↑ Das, Srinjoy (2025-03-06). "Supreme Court Collegium Recommends Appointment Of Calcutta High Court Judge Justice Harish Tandon As Chief Justice Of Orissa High Court". www.livelaw.in (in ଇଂରାଜୀ). Retrieved 2025-03-07.
- ↑ "SC Collegium Recommends Appointment of Justice Harish Tandon as Chief Justice of Orissa High Court - Law Trend" (in ଆମେରିକୀୟ ଇଂରାଜୀ). 2025-03-06. Retrieved 2025-03-07.
- ↑ "Statement" (PDF). cdnbbsr.s3waas.gov.in. Retrieved 7 March 2025.
- ↑ Halim, Shaikh (2025-03-06). "ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ହରୀଶ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ..." Sambad. Retrieved 2025-03-08.
- ↑ Network, Post News (2025-03-06). "Know all about Justice Harish Tandon, SC Collegium's pick for chief justice of Orissa High Court - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2025-03-08.
- ↑ "Justice Harish Tandon sworn in as Chief Justice of Orissa High court". The Indian Express (in ଇଂରାଜୀ). 2025-03-26. Retrieved 2025-03-26.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |