ହରିହର ତ୍ରିପାଠୀ

ଉଇକିପିଡ଼ିଆ ରୁ
Jump to navigation Jump to search
Icono aviso borrar.png

ଇଂ. ହରିହର ତ୍ରିପାଠୀ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ତଥା ଲେଖକ | ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭକାର ଅଟନ୍ତି | ବିଜ୍ଞାନଭିତ୍ତିକ ପତ୍ରିକା କଂପ୍ୟୁଟର ଓ ବିଜ୍ଞାନର ପ୍ରଥମ ସଂପାଦକ | ରାଜ୍ୟରେ ପ୍ରଥମ କରି ଓଡ଼ିଆଭାଷାରେ ସୂଚନା ଓ ପ୍ରଯୁକ୍ତି ସମ୍ବଳିତ ବିଷୟକୁ ଲେଖି ସେ ଛାତ୍ରଛାତ୍ରୀ ତଥା ଆଗ୍ରହୀ ପାଠକଙ୍କ ମହଲରେ ଲୋକପ୍ରିୟତା ହାସଲ କରିଛନ୍ତି | ବିଭିନ୍ନ ପ୍ରସଙ୍ଗଭିତ୍ତିକ ସ୍ତମ୍ଭ ଲେଖି ସେ ପାଠକପାଠିକାମାନଙ୍କ ଦ୍ବାରା ଆଦୃତ |


ହରିହର ତ୍ରିପାଠୀଙ୍କ ରଚିତ ପୁସ୍ତକ :

୧. କଂପ୍ୟୁଟରର ମୂଳତତ୍ତ୍ବ

୨. ସହଜ କଂପ୍ୟୁଟର ଶିକ୍ଷା

୩. ସୁପର କଂପ୍ୟୁଟର

୪. ଯମରାଜାଙ୍କ କଂପ୍ୟୁଟର ଶିକ୍ଷା