Jump to content

ହରିଶ ବୀରାନ

ଉଇକିପିଡ଼ିଆ‌ରୁ

ହରିଶ ବୀରାନ(haaːris biiːraaːn) ଜଣେ ଭାରତୀୟ ଆଇନଜୀବି ଓ ରାଜନେତା ଅଟନ୍ତି । ଇଣ୍ଡିଆନ୍ ଇଉନିଅନ ମୁସଲିମ ଲିଗ୍ ଦ୍ୱାରା ସେ କେରଳରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଇଣ୍ଡିଆନ୍ ଇଉନିଅନ ମୁସଲିମ ଲିଗ୍ ପାଇଁ ଅନେକ ମାମଲାରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ଓକିଲ ଭାବରେ ପ୍ରତିନିଧିତ୍ୱ କରିଛନ୍ତି ଏବଂ ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ବିରୁଦ୍ଧରେ ମଧ୍ୟ ଲଢ଼ିଥିଲେ ।[][]

  1. "Jose K Mani, P P Suneer, Haris Beeran elected to Rajya Sabha unopposed". Onmanorama. Retrieved 2024-06-21.
  2. "Mani, Suneer, Beeran elected to Rajya Sabha". The Hindu (in Indian English). 2024-06-18. ISSN 0971-751X. Retrieved 2024-06-21.