ହଦଗଡ଼ ଜଳଭଣ୍ଡାର

ଉଇକିପିଡ଼ିଆ‌ରୁ
(ହଦଗଡ ଜଳ ଭଣ୍ଡାରରୁ ଲେଉଟି ଆସିଛି)

ହଦଗଡ଼ ଜଳଭଣ୍ଡାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପବିଭାଗରେ ସାଲାଣ୍ଡୀ ନଦୀ ଉପରେ ଗଢ଼ାଯାଇଛି । ଏହି ସ୍ଥାନ ଆନନ୍ଦପୁରଠାରୁ ୩୫ କିଲୋମିଟର ଦୂରରେ ଅଛି |[୧]

ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ବସ ବା କାର ଯୋଗେ ୫ ନଂ ଜାତୀୟ ରାଜପଥରେ ପାଣିକୋଇଲି କିମ୍ବା ଭଦ୍ରକରୁ ଏଠାକୁ ଯାଇହେବ | ପାଣିକୋଇଲିରୁ କେନ୍ଦୁଝର ଅଭିମୁଖେ ଯାଇ ମଝିରେ ଶାଳପଡା ଛକରେ ଓହ୍ଲାଇ ଭଦ୍ରକ ରାସ୍ତାରେ ଗଲେ ଛେନାପଦୀ ଛକରୁ ବାମପାର୍ଶ୍ୱକୁ ବଉଳା ରୋଡରେ ୨୦ କି .ମି ଗଲେ ପଡିବ ହଦଗଡ଼ | କିମ୍ବା ଭଦ୍ରକରୁ ଆନନ୍ଦପୁର ରାସ୍ତାରେ ୨୬ କି .ମି ଯାଇ ଛେନାପଦିରୁ ଡାହାଣପାର୍ଶ୍ୱକୁ ୨୦ କି .ମି ଗଲେ ମଧ୍ୟ ହଦଗଡ଼ରେ ପହଞ୍ଚି ପାରିବେ | ରେଳ ଯୋଗେ ମଧ୍ୟ ଏଠାକୁ ଯାଇହେବ | ଏହାର ନିକଟସ୍ଥ ଷ୍ଟେସନ ଯାଜପୁର ଓ ଭଦ୍ରକ |

ଆଧାର[ସମ୍ପାଦନା]

  1. "Hadagarh Reservoir | Kendujhar District, Government of Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-09-29.