ହତ୍ୟା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ହତ୍ୟା
ନିର୍ଦ୍ଦେଶକ ଟି. ଗଣେଶ
ପ୍ରଯୋଜକ ଶରତ ଚନ୍ଦ୍ର ପଟ୍ଟନାୟକ
ଅଜୟ କର
ସଂଳାପ (ସଂଳାପ): ଅଜୟ ସାମଲ
ଚିତ୍ରନାଟ୍ୟ ଟି. ଗଣେଶ
କାହାଣୀ ବିଜୟଲକ୍ଷ୍ମୀ ପଟ୍ଟନାୟକ
କଳାକାର ଅର୍ପଣ, ଅନ୍ୱେଷା, କାଳୀ, ଜ୍ୟୋତି, ଇଲୁ ବାନାର୍ଜୀ, ସୁରେଶ ବଳ
ସଙ୍ଗୀତ ଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୮[୧]
ଦେଶ  ଭାରତ
ଭାଷା ଓଡ଼ିଆ

ହତ୍ୟା, ୨୦୧୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୧][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶରତ ଚନ୍ଦ୍ର ପଟ୍ଟନାୟକ ଏବଂ ଅଜୟ କର [୧]। ବିଜୟଲକ୍ଷ୍ମୀ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ପଣ ଏବଂ ଅନ୍ୱେଷା ।[୪] ଅର୍ପଣ ଏବଂ ଅନ୍ୱେଷା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫] କାଳୀ, ଜ୍ୟୋତି, ଇଲୁ ବାନାର୍ଜୀ, ସୁରେଶ ବଳ, ଚକ୍ରଧର ଜେନା, ବିଶ୍ୱଭୂଷଣ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୪][୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସେବେଠୁ ହାରିଲି ଦିଲ୍" 
2."ଦେ କ‌ହିଦେ" 

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ହତ୍ୟା ଇଣ୍ଟରନେଟ ମୁଭି ଡାଟାବେସରେ