Jump to content

ସ୍ୱାନନ୍ଦୀ ଟିକେକର

ଉଇକିପିଡ଼ିଆ‌ରୁ
ସ୍ୱାନନ୍ଦୀ ଟିକେକର
ସ୍ୱାନନ୍ଦୀ ଟିକେକର
ଜନ୍ମ (1990-11-13) ୧୩ ନଭେମ୍ବର ୧୯୯୦ (ବୟସ ୩୫)
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫–ଏବେଯାଏଁ
ଜଣାଶୁଣାଦିଲ୍ ଦୋସ୍ତି ଦୁନିଆଦାରୀ
ଦିଲ୍ ଦୋସ୍ତି ଦୋବାରା
ଜୀବନସାଥୀଆଶିଷ କୁଲକର୍ଣ୍ଣି (୨୦୨୩ - ଏବେଯାଏଁ)[୧]
Parent(s)ଉଦୟ ଟିକେକର (ବାପା)
ଆରତୀ ଅଙ୍କାଲିକର ଟିକେକର (ମାଆ)

ସ୍ୱାନନ୍ଦୀ ଟିକେକର (ଜନ୍ମ: ୧୩ ନଭେମ୍ବର ୧୯୯୦)[୨] ଜଣେ ମରାଠୀ ଅଭିନେତ୍ରୀ ।[୩] ତାଙ୍କ ବାପା ଉଦୟ ଟିକେକର ଓ ମାଆ ଆରତୀ ଟିକେକର ।[୪] ଜୀ ମରାଠୀରେ ପ୍ରସାରିତ ଦିଲ୍ ଦୋସ୍ତି ଦୁନିଆଦାରୀରେ ମୀନାଲ ଶେୱାଲେ ଏବଂ ଦିଲ୍ ଦୋସ୍ତି ଦୋବାରାରେ ମୁକ୍ତା ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[୫] ୨୫ ଡିସେମ୍ବର ୨୦୨୩ରେ ସେ ଆଶିଷ କୁଲକର୍ଣ୍ଣିଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସେ ଆଇଏଲଏସ୍ ଲ' କଲେଜରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଦିଲ୍ ଦୋସ୍ତି ଦୁନିଆଦାରୀରେ ମୀନାଲ ଶେଓ୍ଵାଲେ, ଦିଲ୍ ଦୋସ୍ତି ଦୋବାରାରେ ମୁକ୍ତା ଏବଂ ଆସା ମହେର ନାକୋ ଗା ବାଇରେ ସଖୀ ଭୂମିକାରେ ଅଭିନୟ କରି ବେଶ୍ ଜଣାଶୁଣା ।[୬] ସେ ଏକ ଶୂନ୍ୟା ତୀନ୍ ଏବଂ ଡୋଣ୍ଟ୍ ଓରି ବି ହାପି ନାଟକରେ ମଧ୍ୟ ନଜର ଆସିଥିଲେ ।[୭][୮][୯] ସେ ଅଗଗା ଆଗଗା ସୁନବାଇ କେ ମନ୍ତା ସସୁବାଇରେ ମଧ୍ୟ ଅଙ୍କିତା ଭୂମିକାରେ ଅଭିନୟ କରିଥିଲେ ।

ସେ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗିତା ସିଙ୍ଗିଙ୍ଗ୍ ଷ୍ଟାର୍‌ର ପ୍ରଥମ ବିଜେତା ଅଟନ୍ତି ।[୧୦] ୨୦୨୧ ମସିହାରେ ସେ ସୋନି ମରାଠୀର ଇଣ୍ଡିଆନ୍ ଆଇଡଲ୍ ମରାଠୀର ଉପସ୍ଥାପିକା ଭାବରେ କାମ କରିଥିଲେ ।[୧୧]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୦୨ ଅଭଳମାୟା ବର୍ଷା ଶିଶୁ କଳାକାର
୨୦୧୫-୨୦୧୬ ଦିଲ୍ ଦୋସ୍ତି ଦୁନିଆଦାରୀ ମୀନାଲ ଶେୱାଲେ ଟେଲିଭିଜନରେ ଅଭିନୟ
୨୦୧୭ ଦିଲ୍ ଦୋସ୍ତି ଦୋବାରା ମୁକ୍ତା
୨୦୨୦-୨୦୨୧ ଆସା ମାହେର ନାକୋ ଗା ବାଇ ସାଖି ଉପାସାନେ-କୁଦତରକର ମୁଖ୍ୟ ଭୂମିକା [୧୨]
୨୦୨୦ ସିଙ୍ଗଙ୍ଗ୍ ଷ୍ଟାର୍ ପ୍ରତିଯୋଗୀ ବିଜେତା [୧୩]
୨୦୨୧-୨୦୨୨ ଇଣ୍ଡିଆନ୍ ଆଇଡୋଲ୍ ମରାଠୀ ଉପସ୍ଥାପିକା [୧୪]
୨୦୨୨ ସୁନ୍ଦରା ମନମଧେ ଭରଲି ଆଡ଼ଭୋକେଟ୍ ପ୍ରତୀକ୍ଷା
୨୦୨୨–୨୦୨୩ ଅଗା ଅଗା ସୁନବାଇ କାୟ ମହାନ୍ତ ସସୁବାଇ? ଅଙ୍କିତା ଶାନ୍ତୁନୁ ମନ୍ତ୍ରୀ ମୁଖ୍ୟ ଭୂମିକା [୧୫]
  1. ↑ "Swanandi Tikekar and Ashish Kulkarni's romantic pictures". timesofindia.indiatimes.com.
  2. ↑ Atulkar, Preeti (17 November 2015). "Amey thanks his fans". The Times of India (in ଇଂରାଜୀ). Retrieved 3 April 2019.
  3. ↑ "Get set for Dil Dosti Dobara". The Times of India. Retrieved 27 September 2017.
  4. ↑ "Ganpati Visarjan: Swanandi Tikekar plays lezim with her family - The Times of India". The Times of India (in ଇଂରାଜୀ). 25 September 2018. Retrieved 3 April 2019. In the video that was shot on the occasion of Ganpati Visarjan, we can see Swanandi along with her father Uday Tikekar, veteran Marathi actor, performing with a group. Also, we can see Aarti Ankalikar-Tikekar, who is also a versatile singer, playing lezim with them.
  5. ↑ "मित्रांची टोळी 'दोबारा' घेणार निरोप". Loksatta (in ମରାଠୀ). Retrieved 18 April 2022.
  6. ↑ "Swanandi Tikekar and Pushkaraj Chirputkar to feature in 'Assa Maher Nako Ga Bai' - The Times of India". The Times of India (in ଇଂରାଜୀ). Retrieved 8 December 2020.
  7. ↑ "More Marathi actors shifting to theatre?". The Times of India (in ଇଂରାଜୀ). 18 May 2018. Retrieved 3 April 2019. Swanandi Tikekar, from the same show, is seen on stage in 103 and Don't Worry Be Happy.
  8. ↑ Shetty, Anjali (14 May 2018). "Each show is a new show for us: Umesh Kamat". Hindustan Times (in ଇଂରାଜୀ). Retrieved 3 April 2019.
  9. ↑ "The Girl With A Dragon Tattoo adapted as a Marathi play". Mid-Day (in ଇଂରାଜୀ). 16 April 2017. Retrieved 3 April 2019.[permanent dead link]
  10. ↑ "Swanandi Tikekar bags the trophy of Singing Star; says "blessed to have a mentor like Rohit Raut" - The Times of India". The Times of India (in ଇଂରାଜୀ). Retrieved 8 December 2020.
  11. ↑ "Swanandi Tikekar To Host The First Season Of Indian Idol Marathi". News18 (in ଇଂରାଜୀ). 2 November 2021. Retrieved 6 May 2022.
  12. ↑ "Swanandi Tikekar and Pushkaraj Chirputkar to feature in 'Assa Maher Nako Ga Bai' - Times of India". The Times of India. Retrieved 18 April 2022.
  13. ↑ "Swanandi Tikekar bags the trophy of Singing Star; says "blessed to have a mentor like Rohit Raut" - Times of India". The Times of India. Retrieved 18 April 2022.
  14. ↑ "Swanandi Tikekar To Host The First Season Of Indian Idol Marathi". News18. Retrieved 18 April 2022.
  15. ↑ "खट्याळ सासूच्या भूमिकेत दिसणार सुकन्या कुलकर्णी". ABP Majha (in ମରାଠୀ). Retrieved 30 November 2022.

ବାହାର ଲିଙ୍କ୍

[ସମ୍ପାଦନା]