ସ୍ୱାତିସ୍ତ କ୍ରିଷ୍ଣନ
ସ୍ୱାତିସ୍ତ କ୍ରିଷ୍ଣନ | |
---|---|
![]() ଓନ୍ଦୁ ସାରାଲା ପ୍ରେମା କାଟେର ପ୍ରେସ୍ ମିଟ୍ରେ ସ୍ୱାତିସ୍ତ କ୍ରିଷ୍ଣନ | |
ଜନ୍ମ | ସ୍ୱାତିସ୍ତ କ୍ରିଷ୍ଣନ |
ଅନ୍ୟ ନାମ | ସ୍ୱାତି |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୭ – ଏବେଯାଏଁ |
ସ୍ୱାତିସ୍ତ କ୍ରିଷ୍ଣନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଓ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି ।[୧] ୨୦୧୮ ମସିହାରେ, ତାମିଲ କଥାଚିତ୍ର ସାବରକାତି ଜରିଆରେ ଏକ ସହାୟକ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ।[୨] ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କୀରେ ସେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ସ୍ନାତକ ପରେ, ସେ ଗୋପୀ ଓ ସୁଧାକରଙ୍କ ସହ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ହାଫ୍ ବଏଲ ନାମକ ମାଡ୍ରାସ ସେଣ୍ଟ୍ରାଲର ୱେବ୍ ସିରିଜ୍ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ, ସେ ତାମିଲ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ରାମ ଓ ଶମନା କାସିମଙ୍କ ସହ କଥାଚିତ୍ର ସାବରକାତିରେ ଅଭିନୟ କରିଥିଲେ । ୨୦୧୯ ମସିହାରେ, ସେ ଅଭିନେତା ଜିବାଙ୍କ ବିପକ୍ଷରେ ଫିଲ୍ମ କୀରେ ମଧ୍ୟ ଅଭିନୟ କରିଥିଲେ । ସେ ଜାଦା (୨୦୧୯) ଓ ବିକ୍ରମ (୨୦୨୨) ଭଳି କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।[୩] ସେ ୨୦୨୧ ମସିହାରେ, ତେଲୁଗୁ ମ୍ୟୁଜିକ୍ ଭିଡିଓ ଏନ୍ତା ବାବୁନ୍ଦୋରେ ମଧ୍ୟ ନଜର ଆସିଥିଲେ ।[୪] ସେ ପୁଥୁୟୁଗମ୍ ଟିଭିରେ କମ୍ପାସ୍ କାଉଣ୍ଟଡାଉନ୍ ଶୋର ଉପସ୍ଥାପିକା ଭାବରେ ମଧ୍ୟ କରିଥିଲେ ।[୫]
୨୦୨୩ ମସିହାରେ, ନିର୍ଦ୍ଦେଶକ ସୁନି ସ୍ୱାତୀଷ୍ଠାଙ୍କୁ ତାଙ୍କ କନ୍ନଡ଼ କଥାଚିତ୍ର ଓନ୍ଦୁ ସାରଳା ପ୍ରେମା କାଥେ ପାଇଁ ନିଯୁକ୍ତ କରିଥିଲେ ।[୬] କଥାଚିତ୍ରରେ ତାଙ୍କ ଚରିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଏବଂ ସମାଲୋଚକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୧୭ | ହାଫ୍ ବଏଲ୍ | ପ୍ରୀତ | ତାମିଲ | ୱେବ୍ ସିରିଜ୍ | |
୨୦୧୮ | ସାବରକାତି | କୟାଲ | ପ୍ରଥମ କଥାଚିତ୍ର | ||
୨୦୧୯ | କୀ | ଅନୁ | [୮] | ||
ଜାଦା | ଲକ୍ଷ୍ମୀ | [୯] | |||
୨୦୨୨ | ବିକ୍ରମ | ପ୍ରଭଞ୍ଜନଙ୍କ ପତ୍ନୀ | ଅତିଥି କଳାକାର | ||
୨୦୨୪ | ଓନ୍ଦୁ ସାରଳା ପ୍ରେମା କାଥେ | ଅନୁରାଗ | କନ୍ନଡ଼ | ପ୍ରଥମ କନ୍ନଡ଼ କଥାଚିତ୍ର | [୧୦][୧୧] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ର | ମନ୍ତବ୍ୟ | ଆଧାର |
---|---|---|---|
୨୦୨୧ | ଏନ୍ତା ବାବୁନ୍ଦୋ | ତେଲୁଗୁ ଗୀତ | |
ଏନ୍ନା ବାଜକା ଦା | ତାମିଲ ଗୀତ | [୧୨] |
ଆଧାର
[ସମ୍ପାଦନା]- ↑ "സ്വാതിഷ്ഠ കൃഷ്ണൻ - Swathishta Krishnan". www.manoramaonline.com. 2022-09-24. Retrieved 2023-04-02.
- ↑ "Lokesh taught me to act without any dialogues: Swathishta Krishnan". Times Of India. 2022-07-06. Retrieved 2023-04-02.
- ↑ "Swathishta Krishnan and Chemban Vinod to play vital roles in Kamal Haasan's 'Vikram'". Times Of India. 2021-10-26. Retrieved 2023-04-02.
- ↑ "Swathishta pins hopes on two films". Times Of India. 2019-05-19. Retrieved 2023-04-02.
- ↑ "I enjoy anchoring, says swathishta". Times Of India. 2018-01-06. Retrieved 2023-04-02.
- ↑ "Swathishta foray into Sandalwood with Simple Suni's Vinay Rajkumar starrer". Times Of India. 2022-07-06. Retrieved 2023-04-02.
- ↑ "Ondu Sarala Prema Kathe's Anuraga – Everyone prepared for Mallika; Swathishta came out of syllabus". OTTPlay (in ଇଂରାଜୀ). Retrieved 2024-04-07.
- ↑ "Latest sneak peek video from Jiiva's 'Kee'". Times Of India. 2019-05-08. Retrieved 2023-04-02.
- ↑ "Swathishta speech at Jada audio launch". Times Of India. 2019-11-20. Retrieved 2023-04-02.
- ↑ "Swathishta Krishnan speaks about her role in Ondu Sarala Prema Kathe". Times Of India. 2022-03-17. Retrieved 2023-04-02.
- ↑ "Swathishta Krishnan marks her Kannada debut with Suni-Vinay Rajkumar film". www.newindianexpress.com. 2023-01-23. Retrieved 2023-04-02.
- ↑ "Rakshan, Swathishta and Sunita star in a funky Tamil music video". Times Of India. 2021-09-24. Retrieved 2023-04-02.
ବାହାର ଲିଙ୍କ୍
[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱାତିସ୍ତ କ୍ରିଷ୍ଣନ