Jump to content

ସ୍ମିତା ଜୟକର

ଉଇକିପିଡ଼ିଆ‌ରୁ
ସ୍ମିତା ଜୟକର
'ରୋଡ୍ ଟୁ ଶିରିଡ଼ି' ପୁସ୍ତକ ଉନ୍ମୋଚନ ସମୟରେ ଜୟକର
ଜନ୍ମ (1964-06-29) ୨୯ ଜୁନ ୧୯୬୪ (ବୟସ ୬୦)
ସକ୍ରିୟ ବର୍ଷ୧୯୯୫–ଏବେଯାଏଁ

ସ୍ମିତା ଜୟକର (ଜନ୍ମ: ୧୯ ଜୁନ ୧୯୬୪) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ ପାର୍ଶ୍ୱ ତଥା ଚରିତ୍ର ଅଭିନେତ୍ରୀ ଭାବରେ କାମ କରନ୍ତି ।[] ସେ ଅଶ୍ୱିନ ଗିଡୱାନୀ ପ୍ରଡକ୍ସନ (ଏଜିପି ୱାର୍ଲ୍ଡ) ସହିତ ଦେବଦାସର ନାଟ୍ୟ ରୂପାନ୍ତରଣ ଉପରେ କାମ କରୁଛନ୍ତି ।[]

ଦକ୍ଷିଣ ମୁମ୍ବାଇର ଠାକୁରଦ୍ୱାର ଅଞ୍ଚଳର ସେ ଜଣେ ମହାରାଷ୍ଟ୍ରୀୟ ବାସିନ୍ଦା । ତାଙ୍କ ସ୍ୱାମୀ ମୋହନ ଜୟକର କିମ୍ବଦନ୍ତୀ ମରାଠୀ ବ୍ୟାରିଷ୍ଟର ବାର ଜୟକରଙ୍କ ପୁଅ ।[] ମରାଠୀ ଭାଷାର ଟେଲିଭିଜନ ଧାରାବାହିକ ଓ କଥାଚିତ୍ରରେ ସେ ଅଧିକାଂଶ ସମୟରେ ଜଣେ ମାଆ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[]

ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ।[] ସେ ଔରା ଓ ଚକ୍ର ଉପରେ ବକ୍ତୃତା ଆୟୋଜନ କରନ୍ତି ।[]

  1. "Birthday Greetings to Smita Jaykar, Sweta Keswani and Amit Bhatt". Telly Charkkar. 20 August 2013. Retrieved 21 May 2016 – via EBSCO.
  2. "Gaurav Chopra to play the lead in AGP Worldwide's 'Devdas'". Mumbai Live (in ଇଂରାଜୀ). Retrieved 29 October 2018.
  3. "Smita Jaykar is Also a Spiritual Healer". The Times of India. 1 August 2014. Retrieved 21 May 2016.
  4. ୪.୦ ୪.୧ Gupta, Boski (27 November 2014). "Know the Divine in You". DNA. Retrieved 21 May 2016.
  5. "The Speaking Tree Organises Akasha 2014 at the Epicenter in Gurgaon". The Times of India. 15 November 2014. Retrieved 21 May 2016.

ବାହାର ଲିଙ୍କ୍

[ସମ୍ପାଦନା]