ସ୍ୱାଗତିକା ରଥ

ଉଇକିପିଡ଼ିଆ‌ରୁ
(ସ୍ବାଗତିକା ରଥରୁ ଲେଉଟି ଆସିଛି)
ସ୍ୱାଗତିକା ରଥ
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରଡାହାଣ-ହାତୀ
ବୋଲିଂ ପ୍ରକାରଡାହାଣ-ହାତୀ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ୮ ଅପ୍ରେଲ ୨୦୧୩ v [[ବଙ୍ଗଳାଦେଶ national cricket team|ବଙ୍ଗଳାଦେଶ]]
Source: ESPNcricinfo, ୦୯ ଅପ୍ରେଲ ୨୦୧୩

ସ୍ୱାଗତିକା ରଥ, ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ । ସେଟି ୨୦ ଏବଂ ଦିନିକିଆ କ୍ରିକେଟରେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି ।

କ୍ରିକେଟ ଜୀବନ[ସମ୍ପାଦନା]

ସ୍ୱାଗତିକା, ନିଜ ମାମୁଁ ଜ୍ଞାନଚାନ୍ଦ୍ ଦାସଙ୍କୁଠାରୁ ପ୍ରେରଣା ପାଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୨୦୦୭ ମସିହାରୁ ପ୍ରତିଯୋଗିତା ମୂଳକ କ୍ରିକେଟ ଖେଳ ଆରମ୍ଭ କରିଥିବା ସ୍ୱାଗତିକା ,୨୦୧୦-୨୦୧୧ରେ ଓଡି଼ଶା ୧୯ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ । ସେହି ବର୍ଷ ସେ ଓଡି଼ଶା ଏବଂ ଇଷ୍ଟ ଜୋନ ଦଳ ପାଇଁ ମଧ୍ୟ ଖେଳିଥିଲେ । ୨୬ ଅପ୍ରେଲ, ୨୦୧୨ ମସିହାରେ ଏକ ଆନ୍ତଃ- ଜିଲ୍ଲା କ୍ରିକେଟ ମ୍ୟାଚରେ କଳାହାଣ୍ଡି ବିପକ୍ଷରେ ଯାଜପୁର ତରଫରୁ ଖେଳି, ସେ ସମସ୍ତ ୧୦ଟି ଉଇକେଟ ଅକ୍ତିଆର କରିଥିଲେ ।[୧][୨] ୨୦୧୩ ମସିହାରେ ଭାରତ-ବଙ୍ଗଳାଦେଶଟି ୨୦ ଏବଂ ଦିନିକିଆ ସିରିଜରେ ସେ ଭାରତୀୟ ଦଳ ତରଫରୁ ଖେଳି, ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭ କରିଛନ୍ତି ।[୩][୪]

ଆହୁରି ଦେଖିବେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2013-05-09. Retrieved 2013-04-09. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2013-06-23. Retrieved 2013-04-09. {{cite web}}: Cite has empty unknown parameter: |1= (help)
  3. http://www.odishareporter.in/sports/odia-cricketer-swagatika-rath-in-indian-womens-cricket-team
  4. http://odishan.com/?p=3955