ସ୍ୱରୂପ ନାୟକ

ଉଇକିପିଡ଼ିଆ‌ରୁ
(ସ୍ବରୂପ ନାୟକରୁ ଲେଉଟି ଆସିଛି)
ସ୍ୱରୂପ ନାୟକ
Swarup Nayak
Born(1947-02-08)୮ ଫେବୃଆରୀ ୧୯୪୭
Died୨୭ ଅକ୍ଟୋବର ୨୦୨୩(2023-10-27) (ବୟସ ୭୬)
କଟକ
Cause of deathକର୍କଟ
Nationalityଭାରତୀୟ
Known forଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଅଭିନେତା
Spouseନିହାରିକା ସାହୁ
Relativesସାରଦା ପ୍ରସନ୍ନ ନାୟକ (ଭାଇ)
ପାର୍ବତୀ ଘୋଷ (ଭଉଣୀ)
Awardsଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ସ୍ୱରୂପ ନାୟକ ([suɔrupɔ najɔkɔ] (Audio file "LL-Q33810 (ori)-Sangram Keshari Senapati (Ssgapu22)-ସ୍ୱରୂପ ନାୟକ.wav " not found); ୮ ଫେବୃଆରୀ ୧୯୪୭ – ୨୭ ଅକ୍ଟୋବର ୨୦୨୩) ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୧୯୬୨ ମସିହାରେ ସେ ଜଣେ ଶିଶୁ କଳାକାର ଭାବରେ ଜୟଦେବ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ହୀରାନୀଳା ଜରିଆରେ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଶ୍ରେଷ୍ଠ ସଙ୍ଗୀତକାର ଭାବରେ ସେ ଦୁଇଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

ଜନ୍ମ ଓ ପରିବାର[ସମ୍ପାଦନା]

୧୯୪୭ ମସିହାର ଫେବୃଆରୀ ୮ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ ।[୧] ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ।

କଥାଚିତ୍ର ଜୀବନ[ସମ୍ପାଦନା]

ସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି ।

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

ସମ୍ବର୍ଦ୍ଧନା ଓ ସମ୍ମାନ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହାର ଅକ୍ଟୋବର ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ସ୍ୱରୂପ ନାୟକ: ଅଭିନେତାରୁ ସଙ୍ଗୀତ ନିର୍ଦ୍ଦେଶକ". ଧରିତ୍ରୀ ୦୪/୦୧/୨୦୧୬, ଭୁବନେଶ୍ୱର ସଂସ୍କରଣ (ପୃଷ୍ଠା ୧୧). 4 January 2016. Retrieved 27 June 2022.
  2. "'Swayamsidha' runs full house amid protests". odicin.com. Archived from the original on 1 October 2020. Retrieved 4 January 2017.
  3. "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013. music director Swarup Naik received the award in 2006
  4. Sahu, Diana. "To Akhire Mu wins best movie award". The New Indian Express. The New Indian Express. Retrieved 4 January 2017.[permanent dead link]
  5. Sharma, Vikash (27 October 2023). "Odia music director Swarup Nayak passes away after battle with cancer". OdishaTV (in Indian English). Archived from the original on 27 October 2023. Retrieved 27 October 2023.

ବାହାର ଆଧାର[ସମ୍ପାଦନା]