Jump to content

ସ୍ପେକ୍‌ଟିନୋମାଇସିନ

ଉଇକିପିଡ଼ିଆ‌ରୁ
(ସ୍ପେକସନମାଇସିନରୁ ଲେଉଟି ଆସିଛି)
ସ୍ପେକ୍‌ଟିନୋମାଇସିନ
Clinical data
Trade namesTrobicin
Synonyms(2R,4aR,5aR,6S,7S,8R,9S,9aR,10aS)-4a,7,9-trihydroxy-2-methyl-6,8-bis(methylamino)decahydro-4H-pyrano[2,3-b][1,4]benzodioxin-4-one
AHFS/Drugs.commonograph
Pregnancy
category
  • US: B (No risk in non-human studies)
    ATC code
    Legal status
    Legal status
    • not available in US
    Identifiers
    • (1R,3S,5R,8R,10R,11S,12S,13R,14S)-8,12,14-trihydroxy-5-methyl-11,13-bis(methylamino)-2,4,9-trioxatricyclo[8.4.0.03,8]tetradecan-7-one
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.015.374 Edit this at Wikidata
    Chemical and physical data
    FormulaC14H24N2O7
    Molar mass332.35 g/mol
    3D model (JSmol)
    • O=C1[C@@]2(O[C@@H]3[C@@H](NC)[C@@H](O)[C@@H](NC)[C@H](O)[C@H]3O[C@@H]2O[C@@H](C1)C)O
    • InChI=1S/C14H24N2O7/c1-5-4-6(17)14(20)13(21-5)22-12-10(19)7(15-2)9(18)8(16-3)11(12)23-14/h5,7-13,15-16,18-20H,4H2,1-3H3/t5-,7-,8+,9+,10+,11-,12-,13+,14+/m1/s1 checkY
    • Key:UNFWWIHTNXNPBV-WXKVUWSESA-N checkY
     ☒NcheckY (what is this?)  (verify)

    ସ୍ପେକ୍‌ଟିନୋମାଇସିନ, ବିକ୍ରୟ ନାମ ଟ୍ରୋବିସିନ, ଏକ ଆଣ୍ଟବାୟୋଟିକ ଯାହା ଗନୋରିଆ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର ହୁଏ । [] ଏହା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଦ୍ୟରେ ରାସ, ଅଇ, ଜ୍ୱର ଓ ଶୟନ ସମସ୍ୟା ମୁଖ୍ୟ । ସାଂଘାତିକ ଆଲର୍ତି ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଗର୍ଭାବସ୍ଥାରେ ସାଧାରଣତଃ ଏହା ନିରାପଦ । ପେନିସିଲିନସେଫାଲୋସ୍ପୋରିନ ପ୍ରତି ଆଲର୍ଜି ଥିଲେ ମଧ୍ୟ ଏହା ଦିଆଯାଇପାରେ ।। ଆମିନୋସାଇକ୍ଲିଟୋଲ ଶ୍ରେଣୀର ଔଷଧ ଯାହା କେତେକ ଜୀବାଣୁର ପ୍ରୋଟିନ ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ସନ ୧୯୬୧ରେ ସ୍ପେକ୍‌ଟିନୋମାଇସିନ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହାର ଡୋଜ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୫ ଆମେରିକୀୟ ଡଲାର। [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଳେନାହିଁ ।[] ସ୍ଟ୍ରେପ୍ଟୋମାଇସେସ ସ୍ପେକ୍ଟାବିଲିସ କୀବାଣୁରୁ ଏହା ପ୍ରସ୍ତୁତ ହୁଏ ।[]

    1. 1 2 3 4 5 "Spectinomycin Hydrochloride". The American Society of Health-System Pharmacists. Archived from the original on September 24, 2015. Retrieved Sep 6, 2015.
    2. Textbook of Drug Design and Discovery, Fourth Edition. CRC Press. 2009. p. 438. ISBN 9781439882405.
    3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. "Spectinomycin". International Drug Price Indicator Guide. Retrieved 7 September 2015.[permanent dead link]