ସ୍ତ୍ରୀ (୧୯୯୮ର କଥାଚିତ୍ର)

ଉଇକିପିଡ଼ିଆ‌ରୁ
ସ୍ତ୍ରୀ
ନିର୍ଦ୍ଦେଶକରବି କିନ୍ନାଗୀ
ପ୍ରଯୋଜକଅଶୋକ କୁମାର ଲେଙ୍କା
ଚିତ୍ରନାଟ୍ୟରବି କିନ୍ନାଗୀ
କାହାଣୀଶଙ୍କର କିନ୍ନାଗୀ
କଳାକାରମିହିର ଦାସ
ଅର୍ଚ୍ଚନା ଯୋଗଲେକର
ଉତ୍ତମ ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସ୍ନିଗ୍ଧା ମହାନ୍ତି
ରାଇମୋହନ ପରିଡ଼ା
ସଙ୍ଗୀତଅମରେନ୍ଦ୍ରେ ମହାନ୍ତି
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଦିଲୀପ ପାଣି
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ସ୍ତ୍ରୀ, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା । ଶଙ୍କର କିନ୍ନାଗୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରବି କିନ୍ନାଗୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ ଓ ଅର୍ଚ୍ଚନା ଯୋଗଲେକର । ଉତ୍ତମ ମହାନ୍ତି, ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ପ୍ରିୟଙ୍କା ମହାପାତ୍ର, ରାଇମୋହନ ପରିଡ଼ା, ଦେବୁ ବୋଷ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂହ, ସୁରେଶ ବଳ, ଅଜିତ ଦାସ, ଅଞ୍ଜନା ଦାସ, ବିବେକାନନ୍ଦ ଦାସ, ସ୍ୱର୍ଣ୍ଣଲତା ଦାସ, ବିନାୟକ ମିଶ୍ର, ଭବାନୀ ମହାପାତ୍ର, ପିତବାସ, ରାଜୀବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  2. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  3. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.

ବାହାର ଆଧାର[ସମ୍ପାଦନା]