ସ୍ତନ ରୋଗ

ଉଇକିପିଡ଼ିଆ‌ରୁ
Illustration of the early warning signs of breast cancer

ସ୍ତନ ରୋଗ ଅନେକ ପ୍ରକାରର ହେଲେ ମଧ୍ୟ ସ୍ତନ ରୋଗକୁ ମୁଖ୍ୟତଃ ପ୍ରଜଜନ ପ୍ରଣାଳୀର ବିକାର କିମ୍ବା ମାନବ ଶରୀରସ୍ଥ କେତେକ ନିର୍ଦ୍ଦିଷ୍ଟ ଝିଲ୍ଲୀର ବିକାର ଭାବେ ବର୍ଗୀକୃତ କରାଯାଇପାରେ । ଅଧିକାଂଶ ପ୍ରକାରର ସ୍ତନ ରୋଗ କ୍ୟାନସର-ମୁକ୍ତ ହୋଇଥାଏ ।[୧] ସାଧାରଣଭାବେ ଜୀବାଣୁ ସଂକ୍ରମଣ, ସିଷ୍ଟ ତଥା କର୍କଟ ସଂକ୍ରମଣ ଏହି ରୋଗର କାରଣ ହୋଇଥାଏ । ତେବେ ଏକଥା ଜଣାଯାଇଛି ଯେ ପୁରୁଷ ମଧ୍ୟ ସ୍ତନ ରୋଗଦ୍ୱାରା ପ୍ରଭାବିତ ହୋଇଥାଅନ୍ତି । [୧]

କାରଣ ଓ ନିରାକରଣ[ସମ୍ପାଦନା]

ପ୍ରକାରଭେଦ[ସମ୍ପାଦନା]

ସ୍ତନ କର୍କଟ[ସମ୍ପାଦନା]

ଦୁନିଆରେ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ମୃତ୍ୟୁର ଏକ ସାଧାରଣ କାରଣ ଭାବେ ସ୍ତନ କର୍କଟ ଦେଖାଦେଇଛି । ସମ୍ଭାବ୍ୟ ସ୍ତନ କର୍କଟର ନିଦାନ ପାଇଁ ସ୍ତନ-ଆତ୍ମ ପରୀକ୍ଷା (BSE) ଏକ ସୁବିଧା କିନ୍ତୁ ଅବିଶ୍ୱସନୀୟ ବିଧି ଅଟେ ।[୨][୩] କମ ବୟସରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବା ତଥା ସ୍ତନ କର୍କଟରୋଗର ପୁନରାଗମନ ଭଳି ବିପଦରୁ ରକ୍ଷା ପାଇବା ପାଇଁ ହେଲେ ବିଶେଷଜ୍ଞ ଡାକ୍ତରଙ୍କଦ୍ୱାରା ସ୍ତନର ନିୟମିତ ପରୀକ୍ଷା ସାଙ୍ଗକୁ ସ୍ତନ ଆତ୍ମ ପରୀକ୍ଷା, ଆବଶ୍ୟକତାଠାରୁ ଅଧିକ ଚର୍ବିର ପରିମାଣ କମାଇବା ସହିତ ନିୟମିତ ସ୍ୱସ୍ଥ ଆହାର ଉପରେ ଧ୍ୟାନ ଦେବାକୁ ହେବ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "MedlinePlus: Breast Diseases".
  2. World Health Organization (February 2006). "Fact sheet No. 297: Cancer". Retrieved 2018-10-10.
  3. Breast Self Examination at The Breast Site
  4. Seven things you should know about breast cancer risk Archived 2010-07-04 at the Wayback Machine. Harvard College. Last updated June 2008