ସୌରୀ ପ୍ରସାଦ ମହାପାତ୍ର
ଦେଖଣା
ସୌରୀ ପ୍ରସାଦ ମହାପାତ୍ର ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଆଇନ ଡିଗ୍ରୀ ହାସଲ କରିବା ପରେ ଶ୍ରୀ ମହାପାତ୍ର ଜଣେ ଆଇନଜୀବୀ ଭାବେ ନାମ ଲେଖାଇ ଓକିଲତି ପେଶାରେ ଯୋଗ ଦେଇଥିଲେ । ୨ ମେ ୧୯୫୨ଠାରୁ ୨୩ ଜାନୁଆରୀ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।
ସୌରୀ ପ୍ରସାଦ ମହାପାତ୍ରଙ୍କ ପୁତ୍ର ହେଉଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର ।[୨] ସୌରୀ ପ୍ରସାଦ ଶ୍ରୀମତୀ ବିଳାସିନୀ ଦେବୀଙ୍କୁ ବିବାହ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Former Judge | Orissa High Court, Cuttack". orissahighcourt.nic.in. Retrieved 2025-01-10.
- ↑ Digital, Sambad (2022-09-01). "ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ". Sambad. Retrieved 2025-01-10.
- ↑ "Family pension granted to Smt. Bilasini Devi". abhilekh-patal.in. Retrieved 10 January 2025.[permanent dead link]
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |