ସୋନିଆ କପୁର
ଦେଖଣା
ସୋନିଆ କପୁର | |
---|---|
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
ବୈବାହିକ-ସାଥୀ | ହିମେଶ ରେଶମିୟା (୨୦୧୮ - ଏବେଯାଏଁ) |
ସୋନିଆ କପୁର ଜଣେ ଭାରତୀୟ ଟେଲିଭିଜନ ଓ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଟେଲିଭିଜନ ଧାରାବାହିକ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧][୨] ସେ ୨୦୧୮ ମସିହାର ମଇ ୧୧ ତାରିଖରେ, ମୁମ୍ବାଇରେ ଏକ ଘରୋଇ ସମାରୋହରେ ହିନ୍ଦୀ କଥାଚିତ୍ର ଅଭିନେତା, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କୁ ବିବାହ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Latest News, Trending Topics, Top Stories, HD Videos & Photos, Live TV Channels, Lifestyle, Sports, Entertainment". In.com. Archived from the original on 13 September 2017. Retrieved 12 May 2018.
- ↑ "Himesh, Sonia part ways!". The Times of India. Archived from the original on 1 October 2013. Retrieved 12 May 2018.
- ↑ "Himesh Reshammiya marries actor Sonia Kapoor, shares photos from midnight wedding". Hindustan Times. 12 May 2018. Archived from the original on 12 May 2018. Retrieved 12 May 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୋନିଆ କପୁର
- ବଲିଉଡ ହଙ୍ଗାମାରେ ସୋନିଆ କପୁର