ସୋନାଲିକା ଜୋଶୀ
ସୋନାଲିକା ଜୋଶୀ | |
|---|---|
![]() ୨୦୧୨ ମସିହାରେ ସୋନାଲିକା ଜୋଶୀ | |
| ଜନ୍ମ | ସୋନାଲିକା କାମ୍ବଲେ[୧] ୫ ଜୁନ ୧୯୭୬[୨] |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୪ – ଏବେଯାଏଁ |
| ପ୍ରସିଦ୍ଧି | ତାରକ ମେହତା କା ଉଲ୍ଟା ଚଷମା |
| ବୈବାହିକ-ସାଥୀ | ସମୀର ଜୋଶୀ (ବିବାହ: ୨୦୦୧)[୩] |
| ସନ୍ତାନ | ୧ |
ସୋନାଲିକା ଜୋଶୀ (ଜନ୍ମ: ୫ ଜୁନ ୧୯୭୬) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସବ୍ ଟିଭିରେ ପ୍ରସାରିତ ଧାରାବାହିକ ତାରକ ମେହତା କା ଉଲ୍ଟା ଚଷମାରେ ତାଙ୍କ ଅଭିନୀତ ଭୂମିକା ମାଧବୀ ଆତ୍ମାରାମ ଭିଡ଼େ ପାଇଁ ସେ ଜଣାଶୁଣା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୯୭୬ ମସିହାର ଜୁନ ୫ ତାରିଖରେ, ସେ ମହାରାଷ୍ଟ୍ରରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । ସେ ହିଷ୍ଟ୍ରି ଫ୍ୟାସନ ଡିଜାଇନିଂ ଆଣ୍ଡ୍ ଥିଏଟର୍ରେ ସ୍ନାତକ କରିଛନ୍ତି ।[୪] ୨୦୦୧ ମସିହାରେ, ସେ ସମୀର ଜୋଶୀଙ୍କୁ ବିବାହ କରିଥଲେ ଏବଂ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଅଛି ।[୫]
ଅଭିନୟ ଜୀବନ
[ସମ୍ପାଦନା]
ସେ ତାଙ୍କ ଅଭିନୟ ଜୀବନର ପ୍ରାରମ୍ଭିକ ସ୍ତରରେ ବାଇକୋ ଆସୁନ ଶେଜାରୀ, ୱାଧତା ୱାଧେ, ବୋଲ୍ ବଚ୍ଚନ୍, ଚୌକୋନ ଆଦି ଥିଏଟର ନାଟକରେ କାମ କରିଥିଲେ । ସେ ପୌସ ୟେଟା ୟେଟା, କିମାୟାଗର, ମହାଶ୍ୱେତା, ନାୟକ, ଏକ ଶ୍ୱସାଚେ ଅନ୍ତର, ଜଗ୍ନାବେଗାଲି ଆଦି ମରାଠୀ ଧାରାବାହିକରେ କାମ କରିଥିଲେ । ସେ କିଛି ଟିଭି ବିଜ୍ଞାପନରେ ମଧ୍ୟ କାମ କରିଥିଲେ । ୨୦୦୮ ମସିହାରୁ, ସେ ସବ୍ ଟିଭିରେ ପ୍ରସାରିତ ଧାରାବାହିକ ତାରକ ମେହତା କା ଉଲ୍ଟା ଚଷମାରେ ସେ କାମ କରି ଆସୁଛନ୍ତି । ଏହି ଧାରାବାହିକରେ, ସେ ମାଧବୀ ଆତ୍ମାରାମ ଭିଡ଼େ ଭୂମିକାରେ ଅଭିନୟ କରୁଛନ୍ତି ।[୬][୭]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଆଧାର |
|---|---|---|---|
| ୨୦୦୮-ଏବେଯାଏଁ | ତାରକ ମେହତା କା ଉଲ୍ଟା ଚଷମା | ମାଧବୀ ଆତ୍ମାରାମ ଭିଡ଼େ | [୮] |
| ୨୦୧୫ | ସବ୍ କେ ଅନୋଖେ ଆୱାର୍ଡ଼ସ୍ | ଉପସ୍ଥାପିକା | [୯] |
| ୨୦୨୧ | ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୍ | ଅତିଥି | [୧୦] |
| କୌନ୍ ବନେଗା କରୋଡ଼ପତି | [୧୧] |
ଆଧାର
[ସମ୍ପାଦନା]- ↑ "ही कांबळे, आपल्या ग्रुपमध्ये बसत नाही, आडनावामुळं कामं गेली..सोनालिका जोशीनं केली मराठी सिनेइंडस्ट्रीची पोलखोल". Maharashtra Times (in ମରାଠୀ).
- ↑ "Mandar Chandwadkar's birthday wish for his on-screen wife Sonalika Joshi aka Madhavi" (in ଇଂରାଜୀ). 5 June 2020. Retrieved 2022-06-03.
- ↑ "Taarak Mehta Ka Ooltah Chashmah's Sonalika Joshi celebrates 19 years of togetherness with hubby Sameer Joshi; pens down a note - Times of India". The Times of India (in ଇଂରାଜୀ). 2 December 2020. Retrieved 2022-05-05.
- ↑ "Revealed! You will be shocked to know the education qualifications of 'Taarak Mehta Ka Ooltah Chashma' star cast". Dainik Bhaskar. Archived from the original on 9 August 2015. Retrieved 14 October 2016.
- ↑ "Taarak Mehta Ka Ooltah Chashmah Madhavi Bhabhi Real Avatars- m.bhaskar.com". Archived from the original on 1 March 2017. Retrieved 28 February 2017.
- ↑ "Matpal: Sonalika Joshi [Biography] Madhavi Bhide in Taarak Mehta Ka Ooltah Chashmah". Jan 2013. Retrieved 29 April 2013.
- ↑ "Taarak Mehta's 500 episode celebration!". The Times of India. 18 December 2010. Retrieved 15 August 2018.
- ↑ "Exclusive - Taarak Mehta's Sonalika Joshi: There have been instances when army wives have told us how TMKOC has helped them come out of depression". The Times of India (in ଇଂରାଜୀ). 2021-07-28. Retrieved 2022-05-05.
- ↑ "Small screen's anokhe awards are back - Times of India". The Times of India (in ଇଂରାଜୀ). 31 July 2015. Retrieved 2022-05-05.
- ↑ "'India's Best Dancer': 'Taarak Mehta Ka Ooltah Chashmah' team celebrates 3000 episodes; Jethalal spotted with 'Dayaben'". www.dnaindia.com. Retrieved 2022-05-05.
- ↑ "Taarak Mehta Ka Ooltah Chashmah cast reaches KBC, Amitabh Bachchan says 'hey bhagwan' as Dilip Joshi shares seating plan". Hindustan Times (in ଇଂରାଜୀ). 2021-12-05. Retrieved 2022-05-05.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୋନାଲିକା ଜୋଶୀ
- ଇନଷ୍ଟାଗ୍ରାମରେ ସୋନାଲିକା ଜୋଶୀ
