Jump to content

ସୋନଲ ପ୍ରତିହାର

ଉଇକିପିଡ଼ିଆ‌ରୁ
ସୋନଲ ପ୍ରତିହାର
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨-ଏବେଯାଏଁ

ସୋନଲ ପ୍ରତିହାର ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ବଡ଼େ ଅଚ୍ଛେ ଲଗତେ ହେଁ,[][]କୈସା ୟେ ଇସ୍କ ହୈ... ଅଜବ ସା ରିସ୍କ ହୈ,[] ଅଦାଲତ,[]ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ଆଦି ଧାରାବାହିକରେ କାମ କରିଛନ୍ତି ।[] ସେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ୟେ ହୈ ମୋହବତେଁରେ ମଧ୍ୟ କାମ କରିଥିଲେ ।[] ଆଧ୍ୟାତ୍ମିକ ଧାରାବାହିକ ସଙ୍କଟ ମୋଚନ ମହାବଳୀ ହନୁମାନରେ ସେ ସତ୍ୟଭାମା ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]
ବର୍ଷ କଥାଚିତ୍ର/ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୧୨ ସାବଧାନ ଇଣ୍ଡିଆ []
ବଡ଼େ ଅଚ୍ଛେ ଲଗତେ ହେଁ ଜାହ୍ନବୀ
୨୦୧୫ ଅଦାଲତ ଅଞ୍ଜଳୀ
ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ନିର୍ଜରା
୨୦୧୪-୨୦୧୬ ସିଆଇଡି ଅନୀତା []
୨୦୧୬ କ୍ରାଇମ ପେଟ୍ରୋଲ କାଜ୍ରି ମିଶ୍ରା []
ଆରତୀ ଦିକ୍ଷୀତ
୨୦୧୫-୨୦୧୭ ସଙ୍କଟ ମୋଚନ ମହାବଳୀ ହନୁମାନ ସତ୍ୟଭାମା
୨୦୧୬ ୟେ ହୈ ମୋହବତେଁ ମିହିକା ପରେ ଅବନ୍ତିକା ହୁଣ୍ଡାଲ ଏହି ଭୂମିକା ନିଭେଇଥିଲେ[୧୦]
ଆମ୍ମା ଗଜଲ
୨୦୧୭ ରୁଦ୍ରା କେ ରକ୍ଷକ ରୁକ୍ମିଣୀ
ମେରି ଦୁର୍ଗା ଅମ୍ରିତା
୨୦୧୮-୨୦୧୯ ବିଘ୍ନହର୍ତ୍ତା ଗଣେଶ ସୁମୋହିନୀ
୨୦୧୯ ଲାଲ ଇସ୍କ କିରଣ
୨୦୨୧ ତନ୍ଦୁର ରିଶି
୨୦୨୦ ଦିଲ୍ ଜୈସେ ଧଡ଼କେ... ଧଡ଼କନେ ଦୋ ଅପର୍ଣ୍ଣା
ଜଗ ଜନନୀ ମା ବୈଷ୍ଣୋ ଦେବୀ – କାହାନୀ ମାତା ରାନୀ କୀ ନୌଲଖା
୨୦୨୨ କ୍ରାଇମ୍ ୱାଲ୍‌ଡ୍
ଧର୍ମ ଯୋଦ୍ଧା ଗରୁଡ଼ ରତି
୨୦୨୩ ତୁଳସୀଧାମ କେ ଲଡ୍ଡୁ ଗୋପାଲ
କ୍ରାଇମ୍‌ସ୍ ଆଜ୍ କଲ୍
  1. "I will not mind ageing in Bade Achhe if my role is as huge as Komolika - Sonal Parihar". tellychakkar.com.
  2. "Mohit Malhotra to be replaced in Bade Achhe..?". The Times of India. 2013-04-29. ISSN 0971-8257. Retrieved 2023-07-18.
  3. "Sonal Parihar to enter Life OK's Kaisa Yeh Ishq Hai as the new parallel lead". tellychakkar.com.
  4. "Amit Dolawat, Sonal Parihar, Charu Asopa to feature in Sony TV's Adaalat". tellychakkar.com.
  5. "I thoroughly enjoyed being a part of Colors' Ashoka - Sonal Parihar". tellychakkar.com.
  6. "Avantika Hundal to play the new Mihika Bhalla in 'Ye Hai Mohabbatein'". The Times of India. 2016-04-13. ISSN 0971-8257. Retrieved 2023-07-18.
  7. "Sonal Parihar to play a distraught mother in Savdhan India's upcoming story". Tellychakkar.com (in ଇଂରାଜୀ). Retrieved 2023-07-18.
  8. "Sonal Parihar to feature in Sony TV's CID". Tellychakkar.com (in ଇଂରାଜୀ). Retrieved 2023-07-18.
  9. Stayanveshi. "Sonal Parihar: Crime Patrol Actors and Actresses". Retrieved 2023-07-18.
  10. Goswami, Parismita (2016-04-13). "'Yeh Hai Mohabbatein:' 'Mann Kee Awaaz Pratigya' actress Avantika Hundal to play the new Mihika". www.ibtimes.co.in (in ଇଂରାଜୀ). Retrieved 2023-07-18.

ବାହାର ଲିଙ୍କ୍

[ସମ୍ପାଦନା]