Jump to content

ସେଲେଗିଲିନ

ଉଇକିପିଡ଼ିଆ‌ରୁ
ସେଲେଗିଲିନ
Clinical data
Pronunciation/səˈlɛɪln/ sə-LEJ-i-leen
Trade namesEldepryl, Jumex, Zelapar, Emsam, others[]
SynonymsL-Deprenyl; (R)-(–)-N,α-Dimethyl-N-2-propynylphenethylamine; (R)-(–)-N-Methyl-N-2-propynylamphetamine; (R)-(–)-N-2-propynylmethamphetamine
AHFS/Drugs.commonograph
MedlinePlusa697046
data
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth, skin (patch)
    Legal status
    Legal status
    Pharmacokinetic data
    Bioavailability10% (by mouth), 73% (patch)
    Protein binding94%
    MetabolismIntestines and liver
    MetabolitesN-Desmethylselegiline, levoamphetamine, levomethamphetamine
    Elimination half-life1.5–3.5 hours (oral),[] 18–25 hours (transdermal)[]
    ExcretionUrine
    Identifiers
    • (R)-N-methyl-N-(1-pheny lpropan-2-yl)prop-3-yn-1-amine
    ECHA InfoCard100.109.269 Edit this at Wikidata
    Chemical and physical data
    FormulaC13H17N
    Molar mass187.281
    3D model (JSmol)
    • C#CCN([C@@H](Cc1ccccc1)C)C
    • InChI=1S/C13H17N/c1-4-10-14(3)12(2)11-13-8-6-5-7-9-13/h1,5-9,12H,10-11H2,2-3H3/t12-/m1/s1 checkY
    • Key:MEZLKOACVSPNER-GFCCVEGCSA-N checkY
      (verify)

    ସେଲେଗିଲିନ, ବେପାର ନାମ ଏଲଡେପ୍ରିଲ୍, ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ ସ‌ହ ପାର୍କିନ୍‌ସୋନିଜ୍ମ ଏବଂ ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] [] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ଲଗାଯାଇଥିବା ପ୍ୟାଚ୍ ଭାବରେ ବ୍ୟବହୃତ ହୁଏ ।[] []

    ଯେତେବେଳେ ପାଟିଦ୍ୱାରା ନିଆଗଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡ ହାଲୁକା, ଶୁଖିଲା ପାଟି, ମୁଣ୍ଡବିନ୍ଧା ଏବଂ ହାଲୁସିନେସନ୍ ହୋଇପାରେ ।[] ପ୍ୟାଚ୍ ଭାବରେ ପ୍ରୟୋଗ କରାଗଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା ସମସ୍ୟା, ରାସ ଏବଂ ନାକ ଭରି ରହିଥାଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ୍ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ଜୁଆ ଖେଳିବାକୁ ଇଚ୍ଛା, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ହଠାତ୍ ଶୋଇବା ଆରମ୍ଭ ହୋଇପାରେ। [] ଏହା ନିମ୍ନ ମାତ୍ରାରେ ଏକ ମୋନୋଆମିନୋ ଅକ୍ସିଡେଜ୍ ବି ଇନହିବିଟର ହୋଇଥିବାବେଳେ ଅଧିକ ମାତ୍ରାରେ ଏହା ଏକ ମୋନୋଏମାଇନ୍ ଅକ୍ସିଡେଜ୍ ଏ ଇନହିବିଟର କାମ କରେ ।[] [] ଏହା ଡୋପାମାଇନ୍ ଏବଂ ସେରୋଟୋନିନର ମସ୍ତିଷ୍କ ସ୍ତର ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[] []

    ୧୯୮୯ ମସିହାରେ ସେଲେଗିଲିନ ଔଷଧ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ଏହାର ୧୦ ମିଗ୍ରା ୧୦୦ ବଟିକା ଔଷଧର ମୂଲ୍ୟ ୨୦୨୧ରେ £୩୨ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୩୦ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ଏକ ମାସର ପ୍ୟାଚର ମୂଲ୍ୟ ପ୍ରାୟ ୧,୮୦୦ ଡଲାର ଥିଲା ।[]

    1. "Selegiline". Drugs.com. Archived from the original on December 29, 2019. Retrieved February 7, 2016.
    2. "Archive copy". Archived from the original on April 16, 2015. Retrieved July 10, 2021.{{cite web}}: CS1 maint: archived copy as title (link)
    3. "Archive copy" (PDF). Archived (PDF) from the original on April 3, 2021. Retrieved July 10, 2021.{{cite web}}: CS1 maint: archived copy as title (link)
    4. 1 2 3 4 5 6 "Selegiline Monograph for Professionals". Drugs.com (in ଇଂରାଜୀ). Archived from the original on August 13, 2020. Retrieved 11 October 2021.
    5. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 447. ISBN 978-0-85711-369-6.{{cite book}}: CS1 maint: date format (link)
    6. 1 2 3 4 "EMSAM® (selegiline transdermal system)" (PDF). Archived from the original (PDF) on August 10, 2021. Retrieved 11 October 2021.
    7. "Selegiline Prices and Selegiline Coupons - GoodRx". GoodRx. Retrieved 11 October 2021.
    8. "Emsam Prices, Coupons & Savings Tips - GoodRx". GoodRx. Archived from the original on November 15, 2016. Retrieved 11 October 2021.