ସେମାଗ୍ଲୁଟାଇଡ
Clinical data | |
---|---|
Trade names | Ozempic, Rybelsus, others |
AHFS/Drugs.com | monograph |
MedlinePlus | a618008 |
Pregnancy category | |
Routes of administration | Subcutaneous, by mouth[୨] |
Legal status | |
Legal status | |
Pharmacokinetic data | |
Bioavailability | 89% |
Metabolism | Proteolysis |
Elimination half-life | 1 week |
Duration of action | 63.6 h |
Excretion | Urine and faeces |
Identifiers | |
ECHA InfoCard | 100.219.541 |
Chemical and physical data | |
Formula | C187H291N45O59 |
Molar mass | ୪,୧୧୩.୬୪ g·mol−1 |
3D model (JSmol) | |
| |
|
ସେମାଗ୍ଲୁଟାଇଡ, (ଇଂରାଜୀ ଭାଷାରେ Semaglutide, ଏକ ବିକ୍ରୟ ନାମ ଓଜେମ୍ପିକ/ Ozempic) ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କାରାଯାଏ । [୨] ମେଟ୍ଫର୍ମିନ୍ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ, ଯଦିଓ ସେଗୁଡିକ ଏକତ୍ର ବ୍ୟବହୃତ ହୋଇପାରେ | [୨] [୫] ଏହା ରକ୍ତ ଶର୍କରା ନିୟନ୍ତ୍ରଣରେ ଉନ୍ନତି ଆଣେ, ଯାହା ହୃତ୍ପିଣ୍ଡ ରୋଗର ଆଶଙ୍କା କମେଇଦିଏ ଏବଂ ବୃକ୍କ ରୋଗ ସଙ୍କଟ କମେଇଦିଏ । [୨] ଏହା ପାଟିରେ କିମ୍ବା ଚର୍ମ ତଳେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ | [୨]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଅଇ, ତରଳ ଝାଡ଼ା, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଇତ୍ୟାଦି ହୋଇପାରେ | [୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଡାଏବେଟିକ କେଟୋଏସିଡୋସିସ୍, କମ୍ ରକ୍ତ ଶର୍କରା ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ । [୬] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ଏବଂ ସ୍ତନ୍ୟପାନ କରାଇବା ସମୟରେ ନଦେବାକୁ ପରାମର୍ଶ ଦିଆଯାଏ। [୨] ଏହା ମାନବ ଗ୍ଲୁକାଗନ-ଲାଇକ ପେପଟାଇଡ-୧ ଭଳି କାମ କରେ ଓ ଇନସୁଲିନ ନିଷ୍କାସନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଗ୍ଲୁକାଗନ ନିଷ୍କାସନ କମେଇ ଦିଏ ଓ ପାକସ୍ଥଳୀ ଚଳନ ଧୀର କରିଦେଇ ପେଟ ଖାଲି କରିଦିଏ ।[୬]
ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ନିମନ୍ତେ ୨୦୧୭ରେ ସେମାଗ୍ଲୁଟାଇଡ ଅନୁମୋଦିତ ହୋଇଥିଲା। [୨] ଏହା ନୋଭୋ ନୋରଡିସ୍କଦ୍ୱାରା ବିକଶିତ ହୋଇଥିଲା । [୨] ଏହା ପ୍ରଥମ ଜିଏଲପି-1 ଥିଲା ଯାହା ପାଟିଦ୍ୱାରା ଦିଆପାରେ | [୭]ବ୍ରିଟେନରେ ୨୦୨୦ରେ ଏହାର ୨ ମିଗ୍ରା ଇଞ୍ଜେକସନର ମୂଲ୍ୟ ୭୩ ପାଉଣ୍ଡ ଥିଲା । [୬] ଆମେରିକାରେ ଏହି ପରିମାଣ ନିମନ୍ତେ ୨୯୨୧ରେ ୮୫୦ ଡଲାର ଖର୍ଚ୍ଚ ହେଉଥିଲା । [୮]
ଆଧାର
[ସମ୍ପାଦନା]- ↑ "Semaglutide Use During Pregnancy". Drugs.com (in ଇଂରାଜୀ). Retrieved 16 April 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Semaglutide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 2 April 2021.
- ↑ "Ozempic EPAR". European Medicines Agency (EMA). Retrieved 26 September 2020.
- ↑ "Rybelsus EPAR". European Medicines Agency (EMA). 29 January 2020. Retrieved 26 September 2020.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 738. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୬.୦ ୬.୧ ୬.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 738. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "FDA approves first oral GLP-1 treatment for type 2 diabetes" (Press release). FDA. 20 September 2019. Retrieved 20 September 2019.
- ↑ "Ozempic Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 16 April 2021.