ସେନ୍ଧୱା
ଦେଖଣା
Sendhwa
सेंधवा Sendhawa | |
|---|---|
| Country | |
| State | Madhya Pradesh |
| District | Barwani |
| Government | |
| • Body | nagar palika (municipality) |
| Area | |
| • ସମୁଦାୟ | 18 km2 (7 sq mi) |
| Elevation | 409 m (1,342 ft) |
| Population (2011)[୧] | |
| • Total | ୫୬,୪୮୫ |
| • Density | 3,100/km2 (8,100/sq mi) |
| Languages | |
| • Official | Hindi |
| Time zone | UTC+5:30 (IST) |
| PIN | 451666 |
| Telephone code | 07281 |
| ଯାନବାହାନ ପଞ୍ଚୀକରଣ | MP 46 |
| Sex ratio | 926 per 1000 males ♂/♀ |
ସେନ୍ଧୱା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ବର୍ୱନି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସେନ୍ଧୱା ୨୧.୬୮୫୯ ଉତ୍ତର ଅକ୍ଷାଂଶ ଓ ୭୫.୦୯୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେନ୍ଧୱା ସହରର ମୋଟ ଜନସଂଖ୍ୟା ୪୮୯୪୧ ଅଟେ ।[୩] ସେଥି ମଧ୍ୟରୁ ୫୧.୬୩% ଜଣ ପରୁଷ ହୋଇଥିବା ବେଳେ ୪୮.୩୭% ଜଣ ନାରୀ ଅଟନ୍ତି । ସେନ୍ଧୱାର ସାକ୍ଷରତା ହାର ୬୨.୫୩% ଅଟେ । ଏହା ଜାତୀୟ ହାରଠାରୁ ୨.୩୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୦୯% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୭.୨୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ସେନ୍ଧୱାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Census-2011-handbookନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.