ସେନ୍ଧୱା

ଉଇକିପିଡ଼ିଆ ରୁ
Jump to navigation Jump to search
Sendhwa

सेंधवा

Sendhawa
Country India
StateMadhya Pradesh
DistrictBarwani
ସରକାର
 • ପରିଚାଳନାnagar palika (municipality)
କ୍ଷେତ୍ରଫଳ
 • ମୋଟ18 km2 (Bad rounding here6.9 sq mi)
Elevation
409 m (1,342 ft)
ଜନସଂଖ୍ୟା
 (2011)[୧]
 • ମୋଟ୫୬,୪୮୫
 • ଘନତା/km2 (8,100/sq mi)
Languages
 • OfficialHindi
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
451666
Telephone code07281
ଗାଡ଼ି ପଞ୍ଜିକରଣMP 46
Sex ratio926 per 1000 males /


ସେନ୍ଧୱା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ବର୍ୱନି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସେନ୍ଧୱା ୨୧.୬୮୫୯ ଉତ୍ତର ଅକ୍ଷାଂଶ ଓ ୭୫.୦୯୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେନ୍ଧୱା ସହରର ମୋଟ ଜନସଂଖ୍ୟା ୪୮୯୪୧ ଅଟେ ।[୩] ସେଥି ମଧ୍ୟରୁ ୫୧.୬୩% ଜଣ ପରୁଷ ହୋଇଥିବା ବେଳେ ୪୮.୩୭% ଜଣ ନାରୀ ଅଟନ୍ତି । ସେନ୍ଧୱାର ସାକ୍ଷରତା ହାର ୬୨.୫୩% ଅଟେ । ଏହା ଜାତୀୟ ହାର ଠାରୁ ୨.୩୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୦୯% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୭.୨୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସେନ୍ଧୱାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Census-2011-handbook ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]