Jump to content

ସେଓନି ମାଲୱା

ଉଇକିପିଡ଼ିଆ‌ରୁ
Seoni Malwa
Shivan
city
Nickname: 
Seoni-Banapura
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାHoshangabad
Population
 (2011)[୧]
 • Total୩୦,୧୦୦
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣMP-05

ସେଓନି ମାଲୱା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ହୋଶଙ୍ଗବଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ସେଓନି ମାଲୱା ୨୨.୪୫୦୦ ଉତ୍ତର ଅକ୍ଷାଂଶ ଓ ୭୭.୪୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେଓନି ମାଲୱା ସହରର ମୋଟ ଜନସଂଖ୍ୟା ୨୬୧୯୫ ଅଟେ ।[୩] ସେଥି ମଧ୍ୟରୁ ୫୨.୪୨% ଜଣ ପରୁଷ ହୋଇଥିବା ବେଳେ ୪୭.୫୮% ଜଣ ନାରୀ ଅଟନ୍ତି । ସେଓନି ମାଲୱାର ସାକ୍ଷରତା ହାର ୭୪.୩୮% ଅଟେ । ଏହା ଜାତୀୟ ହାରଠାରୁ ୯.୫୪% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୧% ପ୍ରତିଶତ ପୁରୁଷ ଓ ୩୧.୯୮% ନାରୀ ଅଟନ୍ତି । ୧୩.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ହିନ୍ଦୀ ସେଓନି ମାଲୱାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. ↑ "Census of India Search details". censusindia.gov.in. Retrieved 10 May 2015.
  2. ↑ "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]