ସୁଶାନ୍ତ ଚାଟ୍ଟାର୍ଜୀ
ଦେଖଣା
ସୁଶାନ୍ତ ଚାଟ୍ଟାର୍ଜୀ (ଜନ୍ମ ତାରିଖ ୨-୪-୧୯୩୭) ଓଡ଼ିଶା ତଥା କଲିକତା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
ଶିକ୍ଷା ଓ ପେଶା
[ସମ୍ପାଦନା]୧୯୬୧ ମସିହାରେ ସେ ହାଓଡ଼ା ଜିଲ୍ଲା ଅଦାଲତରେ ଏକ ଆଡଭୋକେଟ୍ ଭାବେ ଓକିଲାତି ପେଶା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କଲିକତା ଉଚ୍ଚ ନ୍ୟାୟାଳୟରେ ଦେୱାନୀ ଏବଂ ସଂବିଧାନ ମାମଲାରେ ଆଇନ ବ୍ୟବସାୟ କରିଥିଲେ । ୧୯୮୬ ମସିହାରେ ୧୭ ଜାନୁଆରୀରେ ସେ କଲିକାତା ଉଚ୍ଚ ଅଦାଲତର ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[୧] ୧୯୯୪ ମସିହାରେ ୨୨ ଡିସେମ୍ବରରୁ ୧୯୯୯ ମସିହାରେ ୧ ଏପ୍ରିଲ୍ ପର୍ଯ୍ୟନ୍ତ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।[୨] ଜୁଲାଇ ୨୧, ୧୯୯୩ରେ କଲିକତା ପୋଲିସଦ୍ୱାରା କଂଗ୍ରେସକର୍ମୀଙ୍କ ଉପରେ ହୋଇଥିବା କଥିତ ଗୁଳିକାଣ୍ଡର ସେ ତଦନ୍ତ କମିଶନ ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।[୩]
୨୫ ଜୁଲାଇ ୨୦୨୪ରେ ୮୭ ବର୍ଷ ବୟସରେ ହାଓଡ଼ାସ୍ଥିତ ବାସଭବନରେ ସେ ମୃତ୍ୟୁବରଣ କରିଥିଲେ ।[୪][୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Hon'ble Justice Susanta Chatterjee,". calcuttahighcourt.gov.in/. Retrieved 16 January 2025.
- ↑ ୨.୦ ୨.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-16.
- ↑ "The Telegraph - Calcutta (Kolkata) | Metro | What happened on July 21, 1993". web.archive.org. 2009-07-26. Archived from the original on 2009-07-26. Retrieved 2025-01-16.
{{cite web}}: CS1 maint: bot: original URL status unknown (link) - ↑ "Justice Chatterji, HC ex-judge who headed July 21 panel, dies". The Times of India. 2024-07-26. ISSN 0971-8257. Retrieved 2025-01-16.
- ↑ MPost (2024-07-26). "Mamata condoles death of former Cal HC judge Susanta Chatterji". www.millenniumpost.in (in ଇଂରାଜୀ). Retrieved 2025-01-16.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |