ସୁରେଖା , ଭିଡିଓ ଚିତ୍ରକଳାକାର

ଉଇକିପିଡ଼ିଆ‌ରୁ

ସୁରେଖା, ଭାରତୀୟତା ଓ ଭାରତୀୟ ନାରୀତ୍ୱ[୧] ଉପରେ ପର୍ଯ୍ୟବସିତ ଭିଡିଓ ଆର୍ଟ ଉପରେ ଜଣେ ପରିଚିତ ସମସାମୟିକ କଳାକାର । ସେ ବାଙ୍ଗାଲୋରଠାରେ ଜନ୍ମ ଗ୍ରହଣ କରିଥିଲେ ।କେନ ସ୍କୁଲ ଓଫ ଆର୍ଟ  ରେ ତାଲିମ ନେବା ପରେ ସେ କଲିକତାର ଶାନ୍ତିନିକେତନ  ଠାରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ  ର କଳା ବିଭାଗରେ ମଧ୍ୟ ତାଲିମ ନେଇଥିଲେ । 

୧୯୯୬ ମସିହାରୁ ପେଶଗତ ଭାବରେ ଏହି ଆର୍ଟରେ ରହିଥିବା ସୁରେଖାଙ୍କ ଅନେକ ଭିଡିଓ ଅଙ୍କନ ଭାରତ ତଥା ବିଦେଶରେ ଅନେକ ଗ୍ୟାଲେରିରେ ପ୍ରଦର୍ଶନ ହୋଇ ଆସୁଛି ।[୨] ସେ ବାସ୍ତବିକ ଉପସ୍ଥାନ ସହ ଭିଡିଓକୁ ମିକ୍ସ କରିବା ପଦ୍ଦତି ଗ୍ରହଣ କରି ସୁନ୍ଦର ଅନ୍ତର୍ନିହିତ ଅନୁଭୂତି[୩]ର ଉପସ୍ଥାପନା କରିଥାନ୍ତି । ସେ ଭିଡିଓ ସହ ଫଟୋ ଓ ଜୀବନ୍ତ ଅଭିନୟ ପ୍ରଦର୍ଶନକୁ ମିକ୍ସ ପ୍ରଦ୍ଦତିଦ୍ୱାରା ଚମତ୍କାର ଇଫେକ୍ଟ  ସ୍ତୃଷ୍ଟି କରି ଭିଡିଓ ଚିତ୍ର ନିର୍ମାଣ କରିଥାନ୍ତି ।ତାଙ୍କର କଳା କୃତି ବିଦେଶରେ ମଧ୍ୟ ବହୁଳ ପ୍ରଶଂସିତ ହେଇ ଅନେକ ପୁରସ୍କାର ଲାଭ କରିଛି ।  

କଳା ଉପସ୍ଥାପନା ସମୂହ ଓ କର୍ମଶାଳା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Crisis puts chill in Asian art". AsiaOne News. November 7, 2008. Archived from the original on 2010-06-11. Retrieved 2009-07-25.
  2. "Brave wave". Livemint.com - Wall Street Journal. Retrieved 2009-07-25.
  3. "Evoking inherent experiences". The Hindu. September 20, 2004. Archived from the original on 2004-11-12. Retrieved 2009-07-25.

ବାହାର ଲିଙ୍କ [ସମ୍ପାଦନା]