Jump to content

ସୁମିତ ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
ସୁମିତ ଭରଦ୍ୱାଜ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୪–ଏବେଯାଏଁ
ପ୍ରସିଦ୍ଧିଶାସ୍ତ୍ରୀ ସିଷ୍ଟର୍‌ସ୍
ନଜର୍

ସୁମିତ ଭରଦ୍ୱାଜ ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଶାସ୍ତ୍ରୀ ସିଷ୍ଟର୍‌ସ୍‌ରେ ନିଲ୍ ସରୀନ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[] ସେ ବେୟାଧ, ଆୟୁଷମାନ ଭବକୟାମତ୍ କି ରାତ୍ ଭଳି ଧାରାବାହିକରେ କାମ କରିଛନ୍ତି ।[] ଶଶୁରାଲ୍ ସିମର୍ କା ୨ରେ, ସେ ସମର ପ୍ରତାପ ଭୂମିକାରେ ଅଭିନୟ କରିଥିଲେ ।

ଟେଲିଭିଜନ୍

[ସମ୍ପାଦନା]
ବର୍ଷ ଶୀର୍ଷକ ଭୂମିକା ମନ୍ତବ୍ୟ ଆଧାର
୨୦୧୪–୨୦୧୫ ଶାସ୍ତ୍ରୀ ସିଷ୍ଟର୍ ନୀଲ୍ ସୁରିନ୍ଦର୍ ସରୀନ
୨୦୧୬ ସିଲ୍‌ସିଲ୍ ପ୍ୟାର୍ କା ପ୍ରତୀକ
୨୦୧୬-୨୦୧୭ ବେୟାଧ ଆୟନ ଶର୍ମା
୨୦୧୭ ଆୟୁଷମାନ ଭବ କ୍ରିଶ ମାଧବ ମେହେରା/କ୍ରିଷ୍ଣା []
୨୦୧୮ କୟାମତ୍ କି ରାତ୍ ଧରମ ଲଖ ଚୌଧୁରୀ []
୨୦୧୯ ନଜର୍ ମୟଙ୍କ/ଅସୁରାଂଶ []
୨୦୨୧–୨୦୨୨ ଶଶୁରାଲ୍ ସିମର୍ କା ୨ ସମର ପ୍ରତାପ ସିଂହ []
୨୦୨୧ ସିର୍ଫ୍ ତୁମ୍ ଅତିଥି
  1. "In & Out: TV celebs onboard, quit or kicked out". The Times of India. 1 January 2016. Archived from the original on 23 September 2015. Retrieved 2 April 2016.
  2. Bhatia, Saloni (23 November 2014). "Sumit Bhardwaj and Sonal Vengurlekar dating each other?". The Times of India. Archived from the original on 28 May 2015. Retrieved 2 April 2016.
  3. Maheshwari, Neha (25 October 2017). "Sumit Bhardwaj steps into Ricky Patel's shoes in 'Ayushman Bhava'". Times of India. Archived from the original on 25 October 2017. Retrieved 25 October 2017.
  4. IANS (3 December 2017). "Here's what Beyhadh actor Sumit Bhardwaj did to perfect his role in Ayushaman Bhava". India Today. Retrieved 27 October 2021.
  5. ୫.୦ ୫.୧ Maheshwari, Neha (1 March 2019). "Sumit Bhardwaj joins the cast of 'Nazar'". The Times of India (in ଇଂରାଜୀ). Retrieved 22 March 2022.
  6. Patowari, Farzana (26 October 2021). "Sumit Bhardwaj set to enter Sasural Simar Ka 2 as a music composer". Times of India. Retrieved 27 October 2021.

ବାହାର ଲିଙ୍କ୍

[ସମ୍ପାଦନା]