Jump to content

ସୁମନ ଲତା ଭଗତ

ଉଇକିପିଡ଼ିଆ‌ରୁ
ସୁମନ ଲତା ଭଗତ
ସ୍ୱାସ୍ଥ୍ୟ ମନ୍ତ୍ରୀ: ଜମ୍ମୁ ଓ କଶ୍ମୀର ସରକାର
କାର୍ଯ୍ୟକାଳ
୨୦୦୨ - ୨୦୦୮
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ସୁମନ ଲତା ଭଗତ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଜମ୍ମୁ ଓ କଶ୍ମୀର ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ୨୦୦୨ରୁ ୨୦୦୮ ମସିହାଯାଏଁ କାମ କରିଥିଲେ । [] ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ରଣବୀଋ ସିଂହ ପୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜମ୍ମୁ ଓ କଶ୍ମୀର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

  1. "J&K gets woman minister". www.tribuneindia.com. 12 February 2004. Retrieved 2018-01-23.