ସୁଭଦ୍ରା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ସୁଭଦ୍ରା
ନିର୍ଦ୍ଦେଶକଭି. ପ୍ରଭାକର
ପ୍ରଯୋଜକବାସୁଦେବ ତ୍ରିପାଠୀ
ସଂଳାପ(ସଂଳାପ): ରମେଶ ପାଣିଗ୍ରାହୀ
ଚିତ୍ରନାଟ୍ୟଭି. ପ୍ରଭାକର
କାହାଣୀବାସୁଦେବ ତ୍ରିପାଠୀ
କଳାକାରସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଭି. ପ୍ରଭାକର
ସମ୍ପାଦକକେ. ରବିନ୍ଦ୍ର ବାବୁ
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ସୁଭଦ୍ରା, ୧୯୯୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବାସୁଦେବ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରମେଶ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଭି. ପ୍ରଭାକର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଜୟୀରାମ ସାମଲ, କାନ୍ତ ସିଂହ, ମାମିନା, ରୁକ୍ମଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଏଚ୍.ପି. ଗୁପ୍ତା, ଦେବାଶିଷ ମହାପାତ୍ର, ସ୍ୱରୂପ ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
  2. "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]