ସୁବର୍ଣ୍ଣା ଶିରୀନ
ଦେଖଣା
ସୁବର୍ଣ୍ଣା ଶିରୀନ | |
|---|---|
| ଜାତୀୟତା | ବାଂଲାଦେଶୀ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୮୫–ଏବେଯାଏଁ |
| ପୁରସ୍କାର | ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨ ଥର) |
ସୁବର୍ଣ୍ଣା ଶିରୀନ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[୧] ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ଶିଶୁ କଳାକାର ବାହବରେ ରାଜଲକ୍ଷ୍ମୀ ଶ୍ରୀକାନ୍ତ ପାଇଁ ଏବଂ ସହକାରୀ ଚରିତ୍ର ଭାବରେ ବିରାଜ ବୋଉ ପାଇଁ ସେ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୨]
ଜଣାଶୁଣା କଥାଚିତ୍ର
[ସମ୍ପାଦନା]- ଶୁଭୋଦା (୧୯୮୬)
- ରାଜଲକ୍ଷ୍ମୀ ଶ୍ରୀକାନ୍ତ (୧୯୮୭)
- ବିରାଜ ବୋଉ (୧୯୮୮)
- ସୋଖିନାର ଯୁଦ୍ଧୋ (୧୯୮୪)
ପୁରସ୍କାର
[ସମ୍ପାଦନା]| ବର୍ଷ | ପୁରସ୍କାର | ବର୍ଗ | କଥାଚିତ୍ର | ଫଳାଫଳ |
|---|---|---|---|---|
| ୧୯୮୭ | ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର | ଶ୍ରେଷ୍ଠ ଶିଶୁ କଳାକାର | ରାଜଲକ୍ଷ୍ମୀ ଶ୍ରୀକାନ୍ତ | ବିଜୟୀ |
| ୧୯୮୮ | ଶ୍ରେଷ୍ଠ ସହ କଳାକାର | ବିରାଜ ବୋଉ | ବିଜୟୀ[୩] |
ଆଧାର
[ସମ୍ପାଦନା]- ↑ Rashed Shaon. চার দশকে আমাদের সেরা চলচ্চিত্রগুলো. bdnews24 (in Bengali). Archived from the original on January 27, 2013. Retrieved November 4, 2012.
- ↑ কালজয়ী উপন্যাসের নারী চরিত্ররা. Kholamon (in Bengali). 22 November 2015. Archived from the original on 22 December 2016. Retrieved 28 May 2016.
- ↑ জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 23 December 2018. Retrieved 25 March 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁବର୍ଣ୍ଣା ଶିରୀନ