Jump to content

ସୁନ୍ଦର ସିଂହ

ଉଇକିପିଡ଼ିଆ‌ରୁ
ସୁନ୍ଦର ସିଂହ
୧୯୪୮ ମସିହାର କଥାଚିତ୍ର ଶାଦି କେ ବାଦ୍ରେ ସୁନ୍ଦର
ଜନ୍ମ
ସୁନ୍ଦର ସିଂହ

(1908-03-14)୧୪ ମାର୍ଚ୍ଚ ୧୯୦୮
ମୃତ୍ୟୁ୫ ମାର୍ଚ୍ଚ ୧୯୯୨(1992-03-05) (ବୟସ ୮୩)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପ୍ରସିଦ୍ଧିଭାରତୀୟ କଥାଚିତ୍ର

ସୁନ୍ଦର ସିଂହ ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଓ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ କରୁଥିଲେ । ୧୯୩୦ ଦଶକରୁ ୧୯୮୦ ଦଶକ ମଧ୍ୟରେ ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ଥିଲେ ଏବଂ ପ୍ରାରମ୍ଭରୁ ତାଙ୍କ ନାମ ସୁନ୍ଦର ଲାଲ ଭାବରେ ବ୍ୟବହାର କରାଯାଇଥିଲା । ସେ ମୁଖ୍ୟତଃ ଜଣେ ଚରିତ୍ର ଅଭିନେତା ତଥା ହାସ୍ୟ ଅଭିନେତା ଭାବରେ କାମ କରୁଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ୪୩୬ରୁ ଅଧିକ କଥାଚିତ୍ରରେ ଅଭିନୟ କରିଥିଲେ । ସେ ମସ୍ତାନା-୧୯୫୪, ଲାଲ୍ କିଲ୍ଲାଉପକାର ଭଳି ହିନ୍ଦୀ କଥାଚିତ୍ର ଓ କେତେକ ପଞ୍ଜାବୀ କଥାଚିତ୍ରରେ ମଧ୍ୟ କିଛି ଗୀତ ଗାଇଛନ୍ତି । ତାଙ୍କର କିଛି ଜଣାଶୁଣା କଥାଚିତ୍ରଗୁଡ଼ିକ ହେଲା:

ହିନ୍ଦୀ

[ସମ୍ପାଦନା]
  • ଇମ୍ପେରିଆଲ୍ ମେଲ୍ (୧୯୩୮)
  • ବୀର କେଶରୀ (୧୯୩୮)
  • ସିପାହୀ (୧୯୪୧)
  • ଦୋରଙ୍ଗିଆ ଡାକୁ (୧୯୪୦)
  • ଖାମୋଶି (୧୯୪୨)
  • ଶାଦି କେ ବାଦ୍ (୧୯୪୮)
  • ଆଲ୍‌ବେଲା (୧୯୫୧)
  • ଜୋହାରୀ (୧୯୫୧)
  • ଜୁଙ୍ଗି (୧୯୫୩)
  • ଦେଖ୍ କବିରା ରୋୟା (୧୯୫୭)
  • ଚନ୍ଦୁ (୧୯୫୮)
  • ସୋଲ୍‌ବା ସାଲ୍ (୧୯୫୮)
  • ଇନ୍‌ସାନ୍ ଜାଗ୍ ଉଠା (୧୯୫୯)
  • ପିଲ୍‌ପିଲି ସାହେବ (୧୯୫୪)
  • ଶ୍ରବଣ କୁମାର (୧୯୬୦)
  • ଖିଲାଡ଼ି (୧୯୬୧)
  • ଏୟୀ ମିଲନ୍ କି ବେଲା (୧୯୬୪)
  • ଏକ୍ସିଡେଣ୍ଟ (1965)
  • ଫୁଲ୍ ଔର୍ ପଥର୍ (୧୯୬୬)
  • ଉପକାର (୧୯୬୭)
  • ବଦ୍ରିନାଥ ଯାତ୍ରା (୧୯୬୭)
  • ଡୋଲି (୧୯୬୯)
  • ବଚ୍‌ପନ୍ (୧୯୭୦)
  • ମେହବୁବ୍ କି ମେହନ୍ଦୀ (୧୯୭୧)
  • ଅପ୍‌ନା ଦେଶ (୧୯୭୨)
  • ଆନ୍ ବାନ୍ (୧୯୭୨)
  • ସୁନ୍‌ହେରା ସଂସାର (୧୯୭୫)
  • ସାହେବ ବାହାଦୁର (୧୯୭୭)
  • ଦାମାଦ୍ (୧୯୭୮)
  • ମୁକଦ୍ଦର୍ କା ସିକନ୍ଦର୍ (୧୯୭୮)
  • ବିୱି-ଓ-ବିୱି (୧୯୮୧)
  • ନରମ ଗରମ (୧୯୮୧)
  • ଦର୍ଦ କା ରିସ୍ତା (୧୯୮୨)
  • ବେତାବ (୧୯୮୩)
  • ହମ୍‌ସେ ନା ଜୀତା କୋଇ (୧୯୮୩)
  • ଶରାବୀ (୧୯୮୪)
  • ଅର୍ଜୁନ (୧୯୮୫)
  • ପଥ୍‌ଥର[] (୧୯୮୫)
  • ମହବତ୍ (୧୯୮୫)
  • ମା କସମ (୧୯୮୫)
  • ଆପ୍ କେ ସାଥ୍ (୧୯୮୬)
  • ଡକାୟତ (୧୯୮୭)
  • ଭଉଁରୀ (୧୯୮୯)

ପଞ୍ଜାବୀ

[ସମ୍ପାଦନା]
  • ବିଲାୟତି ବାବୁ (୧୯୮୧)
  • ଚାନ୍ ପରଦେଶୀ (୧୯୮୧)
  • ଚୋରାଁ ନୁ ମୋର୍ (୧୯୮୦)
  • ଟକ୍କରା (୧୯୭୬)
  • ଭକ୍ତି ମେ ଶକ୍ତି (୧୯୭୪)
  • ଦୁଲ୍ଲା ଭାଟ୍ଟି (୧୯୬୬)
  • ଜିଜା ଜୀ (୧୯୬୧)
  • ଚୌଧୁରୀ କର୍ଣ୍ଣେଲ୍ ସିଂହ (୧୯୬୦)
  • ଦୋ ଲାଛିଆଁ (୧୯୬୦)
  • ଭାଙ୍ଗଡ଼ା (୧୯୫୯)
  • ମଦାରି (୧୯୫୦)
  • ଲାରା ଲାପ୍ପା (୧୯୫୩)
  • ଜୁଗ୍‌ନି (୧୯୫୨)
  • ଛାଇ (୧୯୫୦)
  1. "The Tribune Trust Saturday - Satrang dated Sat, 30 Jun 18". epaper.dainiktribuneonline.com. Retrieved 2025-04-05.
  2. "Patthar (1985) Cast - Actor, Actress, Director, Producer, Music Director". Cinestaan. Retrieved 2025-01-11.

ବାହାର ଲିଙ୍କ୍

[ସମ୍ପାଦନା]