Jump to content

ସୁନ୍ଦର କୃଷ୍ଣ ଉର୍ସ

ଉଇକିପିଡ଼ିଆ‌ରୁ
ସୁନ୍ଦର କୃଷ୍ଣ ଉର୍ସ
ଫାଇଲ:Sundar-Krishna-Urs-pic.jpg
ଜନ୍ମ(1941-01-01)୧ ଜାନୁଆରୀ ୧୯୪୧
ମୃତ୍ୟୁ୮ ନଭେମ୍ବର ୧୯୯୩(1993-11-08) (ବୟସ ୫୨)
ବୃତ୍ତିସମୂହ
  • କଥାଚିତ୍ର ଅଭିନେତା
  • ପ୍ରଯୋଜକ
  • ନିର୍ଦ୍ଦେଶକ
[]
ପରିବାରସୁରେଶ ଉର୍ସ (ଭାରତ)

ସୁନ୍ଦର କୃଷ୍ଣ ଉର୍ସ (୧୯୪୧–୧୯୯୩) ଜଣେ ଭାରତୀୟ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ।[] ସେ କନ୍ନଡ଼ କଥାଚିତ୍ର ଜଗତ ସହିତ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ କଥାଚିତ୍ରରେ କାମ କରୁଥିଲେ । ସେ ଡବିଂ କଳାକାର ଭାବରେ ମଧ୍ୟ ଅନେକ କଳାକାରଙ୍କ ପାଇଁ ଡବ୍ କରିଛନ୍ତି । ଅଭିନେତା ଭାବରେ ତାଙ୍କର କେତେକ ଉଲ୍ଲେଖନୀୟ କଥାଚିତ୍ର ମଧ୍ୟରେ ସଂଗ୍ୟା ବାଲ୍ୟା (୧୯୯୨), ହୃଦୟ ହାଦିତୁ (୧୯୯୧), ହେଣ୍ଡଥିଗେଲବେଦୀ (୧୯୮୯), ଅନ୍ତ (୧୯୮୧) ଆଦି ଅନ୍ତର୍ଭୁକ୍ତ ।

ପୁରସ୍କାର

[ସମ୍ପାଦନା]
ବର୍ଷ ପୁରୁସ୍କାର କଥାଚିତ୍ର ବର୍ଗ ଫଳାଫଳ
୧୯୭୮-୭୯ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓନ୍ଦାନୋନ୍ଦୁ କାଲାଦାଲ୍ଲି ଶ୍ରେଷ୍ଠ ସହ-ଅଭିନେତା ବିଜୟୀ

ସୁନ୍ଦର କୃଷ୍ଣ ଉର୍ସ କନ୍ନଡ଼ ଭାଷାରେ ୧୯୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ସୁପରନୋଭା ୪୫୯ ନାମକ ଏକ କିଶୋର ଦୁଃସାହସିକ କଥାଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ, ଯାହା ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ଅଭିନୟ ଶ୍ରେୟ ମଧ୍ୟ ଅଟେ ।

  1. "Sundar Krishna Urs". bookmyshow.com. Archived from the original on 26 ଫେବୃଆରୀ 2018.
  2. "Kashinath made a mark for himself". thehindu.com. 18 ଜାନୁଆରୀ 2018. Archived from the original on 2 ଅପ୍ରେଲ 2018. Retrieved 18 ଜାନୁଆରୀ 2018.

ବାହାର ଲିଙ୍କ୍

[ସମ୍ପାଦନା]