Jump to content

ସୁନେତ୍ରା

ଉଇକିପିଡ଼ିଆ‌ରୁ
ସୁନେତ୍ରା
ଜନ୍ମ
ରୀନା ସୁରେନତ୍ରା ମଣ୍ଡଳ [୧]

(1970-07-09) ୯ ଜୁଲାଇ ୧୯୭୦ (ବୟସ ୫୬)
Died୨୦ ଅପ୍ରେଲ ୨୦୨୪(2024-04-20) (ବୟସ ୫୩)
Alma materକଲିକତା ବିଶ୍ୱବିଦ୍ୟାଳୟ[୧]
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୧୯୮୩-୨୦୦୨
ଜୀବନସାଥୀ(s)ସୁରେଶ କୁମାର (୧୯୯୭ - ୨୦୨୪; ମୃତ୍ୟୁ)
ସାମସୁଲ୍ ହକ୍ ମୋହନ (୧୯୮୮-୧୯୯୦; ବାଂଲାଦେଶ)

ସୁନେତ୍ରା (୯ ଜୁଲାଇ ୧୯୭୦ - ୨୦ ଅପ୍ରେଲ ୨୦୨୪)[୨] ଜଣେ ଭାରତୀୟ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ବଙ୍ଗଳାଦେଶୀ, ଭାରତୀୟ ଓ ପାକିସ୍ତାନୀ କଥାଚିତ୍ର ଓ ଟେଲିଭିଜନରେ କାମ କରିଥିଲେ ।[୧]

ଜୀବନୀ

[ସମ୍ପାଦନା]

୧୯୭୦ ମସିହାର ଜୁଲାଇ ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।[୧] ସେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ ।

୧୯୮୫ ମସିହାରେ, ସେ ଉସିଲା ଜରିଆରେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରିବା ଆରମ୍ଭ କରିଥିଲେ ଯେଉଁଠାରେ ଜାଫର ଇକବାଲ ତାଙ୍କ ସହ-କଳାକାର ଥିଲେ । ସେ ବଙ୍ଗାଳାଦେଶୀ କଥାଚିତ୍ର ବ୍ୟତୀତ, ତେଲୁଗୁ କଥାଚିତ୍ର ଜଗତରେ କାମ କରିଥିଲେ ଏବଂ ଦୁଇଟି ପାକିସ୍ତାନୀ ଟେଲିଭିଜନ ଡ୍ରାମାରେ କାମ କରିଥିଲେ ।[୧]

କଥାଚିତ୍ର ତାଲିକା

[ସମ୍ପାଦନା]

ବଙ୍ଗଳାଦେଶୀ କଥାଚିତ୍ର

[ସମ୍ପାଦନା]
  • ଉସିଲା (୧୯୮୫)
  • ବନର ମଟୋ ବନ
  • ଭାବିର ସଂସାର
  • ସାଧନା
  • ପାଲକି
  • ରାଜା ମିସ୍ତ୍ରୀ
  • ସୁଖେର ସପ୍ନୋ
  • ମାୟେର ଇଜ୍ଜତ
  • ଅଲାଲ ଦୁଲାଲ
  • ଶୁକତାରା
  • ମୋଶାଲ
  • ନିର୍ଦ୍ଦୟ
  • ନିଲ୍ ଦରିୟା
  • ଜୁଗଜୁଗ
  • ଟାର୍ଗେଟ
  • ଚବୋଲ[୩]

ଭାରତୀୟ ବଙ୍ଗଳା କଥାଚିତ୍ର

[ସମ୍ପାଦନା]
  • ସିଥିର ସିଦୁର (୧୯୯୬)
  • ମୋନସା କନ୍ୟା (୧୯୯୭)[୧]
  • ଖେଲାଘର (୧୯୯୯)
  • ଦାନବ (୧୯୯୭)
  • ସହଧର୍ମିଣୀ (୧୯୮୭)
  • ଦୌପଦୀ (୧୯୯୯–୨୦୦୨; ଟିଭି ଧାରାବାହିକ)

ପାକିସ୍ତାନୀ କଥାଚିତ୍ର/ସିରିଜ୍

[ସମ୍ପାଦନା]
  • ତଲାଶ (୧୯୯୦)[୧]
  • ସୁନ୍ୟେ କି ତଲାଶ (୧୯୮୭)[୧]
  • ବାଙ୍କକ୍ କେ ଚୋର୍ (୧୯୮୬)[୧]
  • ରଞ୍ଜିଶ (୧୯୯୩)[୧]
  • ନାଗିନ ରାନୀ (୧୯୯୨)[୧]
  • ଡିସ୍କୋ ଦିୱାନେ (୧୯୮୭)[୧]
  1. 1 2 3 4 5 6 7 8 9 10 11 12 কেমন আছেন সোনালি দিনের চিত্রনায়িকা সুনেত্রা?. Jago News 24 (in Bengali). 24 April 2018. Retrieved 16 September 2019.
  2. ↑ ‘Shimul Parul’ actress Sunetra passes away at 53, Daily Star, 14 June 2024
  3. ↑ হারানো প্রিয় মুখের ঠিকানা. Bhorer Kagoj (in Bengali). 15 September 2018. Archived from the original on 1 February 2019. Retrieved 15 September 2019.