ସୁନୀତା ୱିଲିଅମ୍ସ

ଉଇକିପିଡ଼ିଆ‌ରୁ
(ସୁନିତା ୱିଲିଅମ୍ସ୍ରୁ ଲେଉଟି ଆସିଛି)
ସୁନୀତା ୱିଲିଅମ୍ସ
ନାସା Astronaut
ଜାତୀୟତାAmerican
StatusActive
ଜନ୍ମ (1965-09-19) ୧୯ ସେପ୍ଟେମ୍ବର ୧୯୬୫ (ବୟସ ୫୮)
Euclid, Ohio, United States
ଅନ୍ୟ ଜୀବିକାTest pilot
RankCaptain, USN
Time in space194d 18h 02m
Selection1998 NASA Group
ଅଭିଯାନSTS-116, Expedition 14, Expedition 15, STS-117
Mission insigniaSTS-116 ISS Expedition 14 ISS Expedition 15 STS-117

ସୁନୀତା ୱିଲିଅମ୍ସ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ । ସୁନୀତା ୱିଲିଅମ୍ସ ୧୯୬୫ ମସିହା ସେପ୍ଟେମ୍ବର ୧୯ ତାରିଖରେ ଆମେରିକାର ଓହିଓରେଠାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଡ.ଦିପକ ପାଣ୍ଡ୍ୟା ଏବଂ ମାତାଙ୍କ ନାମ ବୋନି । [୧] ତାଙ୍କ ପିତା ଗୁଜରାଟର ନନ୍ଦାସଣର ବାସିନ୍ଦା ।

ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁନିତା ସାଜିଥିଲେ ଆମେରିକୀୟ ନାସାର ଅଫିସର । ପରବର୍ତ୍ତୀ ସମୟରେ ନାସାରୁ ପ୍ରସିକ୍ଷଣ ନେଇ ସେ ମହାକାଶକୁ ଯାତ୍ରା କରିଥିଲେ ୨୦୦୬ ଡିସେମ୍ବର ୯ରେ ।୪ଥର ସ୍ପେସ ୱାକ (୨୯ ଘଣ୍ଟା ୧୭ ମିନିଟ) କରିଥିବା ସୁନିତା ମହାକାଶରେ ୧୯୫ ଦିନ ରହି ୱାଲ୍ଡ ରେକର୍ଡ ପ୍ରତିଷ୍ଠା କରିଥିଲେ ।[୨] ଏଥି ସହିତ ବହୁ ସମ୍ମାନର ଅଧିକାରିଣୀ ସୁନିତା ଦ୍ୱିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ ହେଇଛନ୍ତି ।

ଆଧାର[ସମ୍ପାଦନା]