Jump to content

ସୁଜେଟ୍ରିଜିନ

ଉଇକିପିଡ଼ିଆ‌ରୁ
ସୁଜେଟ୍ରିଜିନ
Clinical data
Trade namesJournavx
SynonymsVX-548
data
Routes of
administration
By mouth[]
Legal status
Legal status
Identifiers
  • 4-[[(2R,3S,4S,5R)-3-(3,4-Difluoro-2-methoxyphenyl)-4,5-dimethyl-5-(trifluoromethyl)oxolane-2-carbonyl]amino]pyridine-2-carboxamide
Chemical and physical data
FormulaC21H20F5N3O4
Molar mass୪୭୩.୪0 g·mol−1
3D model (JSmol)
  • CC1C(C(OC1(C)C(F)(F)F)C(=O)NC2=CC(=NC=C2)C(=O)N)C3=C(C(=C(C=C3)F)F)OC
  • InChI=1S/C21H20F5N3O4/c1-9-14(11-4-5-12(22)15(23)16(11)32-3)17(33-20(9,2)21(24,25)26)19(31)29-10-6-7-28-13(8-10)18(27)30/h4-9,14,17H,1-3H3,(H2,27,30)(H,28,29,31)/t9-,14-,17-,20-/m0/s1
  • Key:XSQUJFKRXZMOKA-PAFIKIDNSA-N

ସୁଜେଟ୍ରିଜିନ (ଇଂରାଜୀ ଭାଷାରେ Suzetrigine), ଜରନାଭକ୍ସ (Journavx) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଅଣ-ଓପିଓଏଡ୍ ଯନ୍ତ୍ରଣା ନିବାରକ ଔଷଧ ।[] ବିଶେଷ ଭାବରେ ଏହା ସ୍ୱଳ୍ପକାଳୀନ ମଧ୍ୟମରୁ ଗୁରୁତର ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[] ଏହା ଓପିଓଏଡର ନିଶାଜନିତ ଚିନ୍ତାକୁ ଏଡ଼ାଇଥିବା ବିଶ୍ୱାସ କରାଯାଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କୁଣ୍ଡେଇ ହେବା, ମାଂସପେଶୀ ସ୍ପାଜ୍ମ, ରକ୍ତରେ କ୍ରିଏଟିନ୍ କାଇନେଜ୍ ବୃଦ୍ଧି ଏବଂ ରାସ୍ ଅନ୍ତର୍ଭୁକ୍ତ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଯକୃତ ସମସ୍ୟା ଥିବା ଲୋକଙ୍କଠାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[] ଏହାକୁ ଅଙ୍ଗୁର ଫଳ କିମ୍ବା ଶକ୍ତିଶାଳୀ ସିୱାଇପି୩ଏ (CYP3A) ପ୍ରତିରୋଧକାରୀ ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା କିଛି ପ୍ରକାରର ହରମୋନ ଜନ୍ମ ନିୟନ୍ତ୍ରଣର କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିପାରେ ।[] ଏହା ପେରିଫେରାଲ ସ୍ନାୟୁ ପ୍ରଣାଳୀରେ ଥିବା ସୋଡିଅମ୍ ଚ୍ୟାନେଲଗୁଡ଼ିକୁ ଜଡିତ ଯନ୍ତ୍ରଣା-ସଙ୍କେତ ପଥକୁ ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହୁଏ ।[]

୨୦୨୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସୁଜେଟ୍ରିଜିନକୁ ଅନୁମୋଦନ କରାଯାଇଥିଲା । ୨୦୨୫ ସୁଦ୍ଧା ପ୍ରସ୍ତାବିତ ପାଇକାରୀ ମୂଲ୍ୟ ପ୍ରତି ମାତ୍ରା ପାଇଁ ୧୫.୫୦ ଡଲାର ଥିଲା ଯାହା ଦିନକୁ ଦୁଇଥର ଦିଆଯାଏ ।[] [] ଏହା ଭର୍ଟେକ୍ସ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ହୋଇଥିଲା ।[]

  1. 1 2 3 4 5 6 7 8 "Journavx (suzetrigine) tablets, for oral use: HIGHLIGHTS OF PRESCRIBING INFORMATION" (PDF). Vertex Pharmaceuticals Incorporated. 30 January 2025. Initial U.S. Approval 2025
  2. 1 2 Gilbert, Daniel (13 January 2025). "Billed as nonaddictive, new pain pill could soon win FDA approval". Washington Post (in ଇଂରାଜୀ). Retrieved 2 February 2025.
  3. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; FDA2025 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. Gilbert, Daniel (January 30, 2025). "FDA approves new, non-opioid painkiller Journavx". Retrieved 2 February 2025.