ସୁଜିତା
ଦେଖଣା
ସୁଜିତା | |
---|---|
![]() | |
ଜନ୍ମ | ଚେନ୍ନାଇ, ତାମିଲ ନାଡ଼ୁ, ଭାରତ | ୧୨ ଜୁଲାଇ ୧୯୮୩
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ଭଏସ୍ ଆର୍ଟିଷ୍ଟ |
ସକ୍ରିୟ ବର୍ଷ | ୧୯୮୩–ଏବେଯାଏଁ |
ବୈବାହିକ-ସାଥୀ | ଧନୁଷ |
ସନ୍ତାନ | ୧ |
ସମ୍ପର୍କୀୟ | ସୂର୍ଯ୍ୟ କିରଣ (ଭାଇ) |
ସୁଜିତା (ଜନ୍ମ: ୧୨ ଜୁଲାଇ ୧୯୮୩[୧]) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ, ତେଲୁଗୁ ଓ ମାଲାୟଲମ ଟିଭି ଧାରାବାହିକରେ କାମ କରନ୍ତି ।[୨] ସେ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ କଥାଚିତ୍ରରେ କାମ କରିଛନ୍ତି ।[୩][୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୯୮୩ ମସିହାର ଜୁଲାଇ ୧୨ ତାରିଖରେ ସେ ତାମିଲନାଡ଼ୁର ନୁଙ୍ଗାମବାକ୍କମ୍ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଟି.ଏସ୍. ମଣି ଓ ମାଆଙ୍କ ନାମ ରାଧା । ତାଙ୍କ ପରିବାର କେରଳର ତିରୁଅନନ୍ତପୁରମ୍ର ମୂଳ ବାସିନ୍ଦା ।[୫] ସୂର୍ଯ୍ୟ କିରଣ ତାଙ୍କ ଭାଇ ଅଟନ୍ତି ଏବଂ ତାଙ୍କ ଭଉଣୀଙ୍କ ନାମ ସୁନିତା ।[୬][୧] ସେ କଥାଚିତ୍ର ନିର୍ମାତା ଧନୁଷଙ୍କୁ ବିବାହ କରିଛନ୍ତି ।[୭][୮]
ଅଭିନୟ ଜୀବନ
[ସମ୍ପାଦନା]ଅଳ୍ପ ବୟସରୁ, ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । କେ.ଆର୍. ବିଜୟାଙ୍କ ନାତୁଣୀ ଭାବରେ ସେ ଆବ୍ବାସ କଥାଚିତ୍ରରେ ପ୍ରଥମେ ଅଭିନୟ କରିଥିଲେ ।[୧]
ପୁରସ୍କାର
[ସମ୍ପାଦନା]ବର୍ଷ | ପୁରସ୍କାର | ବର୍ଗ | ଧାରାବାହିକ | ଭୂମିକା | ଫଳାଫଳ | ମନ୍ତବ୍ୟ |
---|---|---|---|---|---|---|
୧୯୮୭ | ନନ୍ଦି ଆୱାର୍ଡ଼ | ଶ୍ରେଷ୍ଠ ଶିଶୁ କଳାକାର | ଚନ୍ଦାମାମା ରାବେ | ଚନ୍ଦାମାମା | ବିଜୟୀ | [୯] |
୨୦୧୧ | ଏସିଆନେଟ୍ ଟେଲିଭିଜନ୍ ଆୱାର୍ଡ଼ ୨୦୧୧ | ସ୍ୱତନ୍ତ୍ର ଜୁରି ପୁରସ୍କାର | ହରିଚନ୍ଦନମ୍ | ଉନ୍ନିମାୟା | ବିଜୟୀ | [୧୦] |
୨୦୧୮ | ବିଜୟ ଟିଭି ଆୱାର୍ଡ଼ | ଶ୍ରେଷ୍ଠ ଅଭିନେତ୍ରୀ | ପାଣ୍ଡିଆନ୍ ଷ୍ଟୋର୍ସ୍ | ଧନଲକ୍ଷ୍ମୀ | ବିଜୟୀ | |
୨୦୧୯ | ଅନବିର୍କିନିୟା ଅନ୍ନିୟାର | ବିଜୟୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "An exclusive interview with the Golden Girl of Chinnathirai, Sujitha". nilacharal.com. Retrieved 21 February 2015.
- ↑ "Sujitha Biography". kerala-zone.com. Archived from the original on 24 October 2012. Retrieved 22 November 2012.
- ↑ "Samanyudu Review". idlebrain.com. Retrieved 22 November 2012.
- ↑ "jaichiranjeeva Review". idlebrain.com. Retrieved 22 November 2012.
- ↑ "ഓര്മ വെച്ച നാള് മുതല്". mathrubhumi.com. Archived from the original on 3 November 2010. Retrieved 14 December 2013.
- ↑ "Sujitha Profile". whataboutu.com. Retrieved 22 November 2012.
- ↑ "Pandian Store's actress Sujitha Dhanush enjoys a devotional trip with her family". The Times of India. 24 Oct 2023. Retrieved 28 Nov 2023.
- ↑ "Pandian Store's actress Sujitha Dhanush wishes her husband Dhanush with a sweet note on wedding anniversary". The Times of India. 23 October 2023. Retrieved 28 November 2023.
- ↑ "నంది అవార్డు విజేతల పరంపర (1964–2008)" [A series of Nandi Award Winners (1964–2008)] (PDF). Information & Public Relations of Andhra Pradesh. Retrieved 21 August 2020.(in Telugu)
- ↑ "Asianet Television Awards 2011". keralatv.in. 1 January 2013. Retrieved 7 January 2013.[permanent dead link]