ସୁକୁମାର ଦେ
ଦେଖଣା
ସୁକୁମାର ଦେ | |
---|---|
ବିଧାୟକ: ପଶ୍ଚିମ ବଙ୍ଗ ବିଧାନ ସଭା | |
Assumed office ୨୦୧୧ | |
ନିର୍ବାଚନ ମଣ୍ଡଳୀ | ନନ୍ଦକୁମାର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ଅକ୍ଟୋବର ୧୯୬୦ |
ରାଜନୀତିକ ଦଳ | ତୃଣମୂଳ କଂଗ୍ରେସ |
ଘର | ନନ୍ଦକୁମାର, ପଶ୍ଚିମ ବଙ୍ଗ |
ପେଷା | ରାଜନେତା |
ସୁକୁମାର ଦେ (ଜନ୍ମ: ୧୯୬୦)[୧] ଜଣେ ଭାରତୀୟ ରାଜନେତା । ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବରେ ପଶ୍ଚିମ ବଙ୍ଗର ନନ୍ଦକୁମାର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମ ବଙ୍ଗ ବିଧାନ ସଭାକୁ ତିନିଥର ନିର୍ବାଚି ହୋଇଛନ୍ତି ।[୧][୨][୩][୪]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସୁକୁମାର ୧୯୬୦ ମସିହାର ଅକ୍ଟୋବର ୯ ତାରିଖରେ ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦକୁମାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷୁଦିରାମ ଦେ । ସେ କଳାରେ ସ୍ନାତକ କରିଛନ୍ତି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]୨୦୧୧ ମସିହାରେ, ସେ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ, ୨୦୧୬ ଓ ୨୦୨୧ ମସିହାର ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ ।[୩][୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "SUKUMAR DE (Winner) – West Bengal 2021 – Affidavit Information of Candidate". myneta.info. Retrieved 12 October 2024.
- ↑ ୨.୦ ୨.୧ "Nandakumar Election Result 2021". Times Now. Retrieved 12 October 2024.
- ↑ ୩.୦ ୩.୧ "Nandakumar Assembly Constituency Election Result". Result University. Retrieved 12 October 2024.
- ↑ "Nandakumar West Bengal Assembly Election 2021 Results Vote Counting LIVE Updates". ABP Live. Retrieved 12 October 2024.