Jump to content

ସୁକାନ୍ତ ମଜୁମଦାର

ଉଇକିପିଡ଼ିଆ‌ରୁ
(ସୁକାନ୍ତା ମଜୁମଦାରରୁ ଲେଉଟି ଆସିଛି)
ସୁକାନ୍ତ ମଜୁମଦାର
Majumdar in August 2022
ରାଷ୍ଟ୍ର ଶିକ୍ଷାମନ୍ତ୍ରୀ, ଭାରତ ସରକାର
Assumed office
୧୧ ଜୁନ ୨୦୨୪
ଜୟନ୍ତ ଚୌଧୁରୀଙ୍କ ସହଭାଗିତା
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ
ପୂର୍ବ ଅଧିକାରୀସୁଭାଷ ସରକାର
୩ୟ ଉତ୍ତର-ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ, ଭାରତ ସରକାର
Assumed office
୧୧ ଜୁନ ୨୦୨୪
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ମନ୍ତ୍ରୀଜ୍ୟୋତିରାଦିତ୍ୟ ସିନ୍ଧିଆ
ପୂର୍ବ ଅଧିକାରୀବି. ଏଲ୍. ବର୍ମା
ସାଂସଦ: ୧୭ଶ, ୧୮ଶ ଲୋକ ସଭା
Assumed office
୧୯ ଜୁନ ୨୦୧୯
ପୂର୍ବ ଅଧିକାରୀଅର୍ପିତା ଘୋଷ
ନିର୍ବାଚନ ମଣ୍ଡଳୀବାଲୁରଘାଟ
Majority୧୦,୩୮୬
ବ୍ୟକ୍ତିଗତ ସବିଶେଷ
ଜନ୍ମ (1979-12-29) ୨୯ ଡିସେମ୍ବର ୧୯୭୯ (ବୟସ ୪୬)
Balurghat, West Bengal, India
ଜାତୀୟତାଭାରତୀୟ
ରାଜନୀତିକ ଦଳ ଭାରତୀୟ ଜନତା ପାର୍ଟି
ଜୀବନ ସାଥୀକୋଏଲ ଚୌଧୁରୀ (ବିବାହ: ୬ ଡିସେମ୍ବର ୨୦୦୮)
ସନ୍ତାନ
ଶିକ୍ଷାଏମ୍.ଏସ୍‌ସି., ବି.ଏଡ୍., ପିଏଚ୍.ଡି. (ଉଦ୍ଭିଦ ବିଜ୍ଞାନ)
ଶିକ୍ଷାନୁଷ୍ଠାନଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟ
ବୃତ୍ତିରାଜନେତା
ପେଷାଶିକ୍ଷକ
ସନ୍ତକ
ମଇ, ୨୦୧୯ ସୁଦ୍ଧା
ଆଧାର: [୧]

ସୁକାନ୍ତ ମଜୁମଦାର ଜଣେ ଭାରତୀୟ ରାଜନେତା । ୨୦୧୯୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବାଲୁରଘାଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଭାରତୀୟ ସଂସଦର ତଳ ସଦର ଲୋକ ସଭା୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ଇଉନିଭର୍ସିଟି ଅଫ୍ ନର୍ଥ ବେଙ୍ଗଲରୁ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌ଡି କରିଥିଲେ ।[][][] ପଶ୍ଚିମ ବଙ୍ଗର ବିଜେପି ରାଜ୍ୟ ସଭାପତି ଭାବରେ ସେ କାର୍ଯ୍ୟ କରିଥିଲେ ।[][]

ଫୌଜଦାରୀ ମାମଲା

[ସମ୍ପାଦନା]

ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୭ ଅନୁଯାୟୀ ହତ୍ୟା ଉଦ୍ୟମ ପାଇଁ ଏକ ଫୌଜଦାରୀ ମାମଲା ଚାଲିଛି ।[]

  1. "Among BJP's West Bengal winners, a tribal leader, businessman, software expert" (in ଇଂରାଜୀ). The Indian Express. 4 March 2024. Archived from the original on 3 July 2025. Retrieved 3 July 2025.
  2. "Balurghat Election Results 2019 Live Updates: Dr. Sukanta Majumdar of BJP Wins". News 18. 23 May 2019. Retrieved 24 May 2019.
  3. "Balurghat Election Result 2019: BJP's Sukanta Majumdar defeats TMC MP Arpita Ghosh, wins by 33,293 votes". Times Now. 24 May 2019. Retrieved 18 March 2020.
  4. "Telling Numbers: 30% of MPs under age 40 are postgrads, including 2 doctorates". The Indian Express. 3 June 2019. Retrieved 18 March 2020.
  5. "BJP MP Sukanta Majumdar replaces Dilip Ghosh as party's Bengal president". Hindustan Times (in ଇଂରାଜୀ). 2021-09-20. Retrieved 2021-09-20.
  6. Singh, Shiv Sahay (2021-09-20). "Sukanta Majumdar replaces Dilip Ghosh as West Bengal BJP president". The Hindu (in Indian English). ISSN 0971-751X. Retrieved 2021-09-20.
  7. Ghosh, Ananya (2024-06-11). "ADR Report: Ministers In Modi 3.0 Cabinet Facing Criminal Cases?". The Daily Guardian (in ଇଂରାଜୀ). Archived from the original on 2025-07-07. Retrieved 2025-07-06.

ବାହାର ଲିଙ୍କ୍

[ସମ୍ପାଦନା]