Jump to content

ସୀମା ମୋହିଲେ

ଉଇକିପିଡ଼ିଆ‌ରୁ
ସୀମା ମୋହିଲେ
Member of the Gujarat Legislative Assembly
କାର୍ଯ୍ୟକାଳ
2017–2022
ନିର୍ବାଚନ ମଣ୍ଡଳୀAkota
ବ୍ୟକ୍ତିଗତ ସବିଶେଷ
ଜନ୍ମଛାଞ୍ଚ:Birthdate
ଜାତୀୟତାIndian
ରାଜନୀତିକ ଦଳBharatiya Janata Party

ସୀମା ମୋହିଲେ (ଜନ୍ମ ୨୫ ମଇ ୧୯୬୫)[] ଭାରତର ଗୁଜରାଟର ଜଣେ ରାଜନେତା ଅଟନ୍ତି। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ । ସେ ଆକୋଟା ନିର୍ବାଚନମଣ୍ଡଳୀରୁ ୧୪ ତମ ଗୁଜରାଟ ବିଧାନସଭାର ସଦସ୍ୟ ଥିଲେ ।[]

ସେ ଭଦୋଦରାର ଡେପୁଟି ମେୟର ଥିଲେ ।[] ସେ ୨୦୧୭ ମସିହା ଗୁଜରାଟ ବିଧାନସଭା ନିର୍ବାଚନରେ ​​ଆକୋଟା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରଞ୍ଜିତ ଶରଦଚନ୍ଦ୍ର ଚଭନଙ୍କୁ ୫୭୧୩୯ ଭୋଟ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହୋଇଥିଲେ।[]

  1. "Seema Mohile". One India.
  2. "અકોટા MLA સીમા મોહિલેએ કરી જન્મદિવસની ઉજવણી, પણ કામદારો માટે કર્યું આ કામ". ETV Bharat News (in ଗୁଜରାଟୀ). Retrieved 2022-11-08.
  3. "ડે.મેયર રહી ચૂકેલાં 3 અગ્રણી વિધાનસભાના ચૂંટણી જંગમાં" (in ଗୁଜରାଟୀ). Divya Bhaskar. 2017.
  4. "ગુજરાત ચૂંટણી 2022 / ગુજરાતની અકોટા બેઠક પર મુસ્લિમોનું વર્ચસ્વ, છતાં વાગે છે ભાજપનો ડંકો" (in ଗୁଜରାଟୀ). 2022-10-29. Archived from the original on 2022-11-08. Retrieved 2022-11-08.