ସୀତାବିଞ୍ଜି

ଉଇକିପିଡ଼ିଆ ରୁ
Jump to navigation Jump to search

କେନ୍ଦୁଝରରୁ ଆନନ୍ଦପୁର ଆଡ଼କୁ ଜାତୀୟ ରାଜପଥ ୨୧୫ରେ କିଛି ବାଟ ଗଲେ ସୀତାବିଞ୍ଜି ପଡ଼ିଥାଏ । ଜନଶ୍ରୁତି ଅନୁଯାୟୀ ଏଠାରେ ସୀତା ମାତା ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ଏହା ଏକ ଦର୍ଶନୀୟ ସ୍ଥାନ । ରଜ ଓ ମକର ବେଳେ ଏଠରେ ଭିଡ଼ ଦେଖିବାକୁ ମିଳିଥାଏ । [୧]

  1. http://eodisha.org/sitabinji-famous-visiting-place-keonjhar-district-odisha-art-cave-keonjhar/