Jump to content

ସିସାଟ୍ରାକୁରିଅମ ବେସିଲେଟ

ଉଇକିପିଡ଼ିଆ‌ରୁ
ସିସାଟ୍ରାକୁରିଅମ ବେସିଲେଟ
Clinical data
Trade namesNimbex, others
SynonymsCisatracurium besilate, cisatracurium besylate, 51W89
AHFS/Drugs.commonograph
data
Pregnancy
category
  • B
Routes of
administration
Intravenous
Legal status
Legal status
Pharmacokinetic data
Bioavailability100% (IV)
Metabolism80% Hofmann degradation / liver
Elimination half-life20–29 minutes
Excretion10-15% unchanged
Identifiers
  • 5-[3-[(1R,2R)-1-[(3,4-Dimethoxyphenyl)methyl]-6,7-dimethoxy-2-methyl-3,4-dihydro-1H-isoquinolin-2-yl]propanoyloxy]pentyl 3-[(1R,2R)-1-[(3,4-dimethoxyphenyl)methyl]-6,7-dimethoxy-2-methyl-3,4-dihydro-1H-isoquinolin-2-yl]propanoate benzenesulfonate (1:2)
ECHA InfoCard100.149.509 Edit this at Wikidata
Chemical and physical data
FormulaC65H82N2O18S2
Molar mass୧,୨୪୩.୪୯ g·mol−1
3D model (JSmol)
  • [O-]S(=O)(=O)c1ccccc1.[O-]S(=O)(=O)c1ccccc1.O=C(OCCCCCOC(=O)CC[N@@+]2([C@@H](c1c(cc(OC)c(OC)c1)CC2)Cc3ccc(OC)c(OC)c3)C)CC[N@+]5(C)[C@@H](c4cc(OC)c(OC)cc4CC5)Cc6ccc(OC)c(OC)c6
  • InChI=1S/C53H72N2O12.2C6H6O3S/c1-54(22-18-38-32-48(62-7)50(64-9)34-40(38)42(54)28-36-14-16-44(58-3)46(30-36)60-5)24-20-52(56)66-26-12-11-13-27-67-53(57)21-25-55(2)23-19-39-33-49(63-8)51(65-10)35-41(39)43(55)29-37-15-17-45(59-4)47(31-37)61-6;2*7-10(8,9)6-4-2-1-3-5-6/h14-17,30-35,42-43H,11-13,18-29H2,1-10H3;2*1-5H,(H,7,8,9)/q+2;;/p-2/t42-,43-,54-,55-;;/m1../s1 checkY
  • Key:XXZSQOVSEBAPGS-DONVQRBFSA-L checkY
  (verify)

ସିସାଟ୍ରାକୁରିଅମ (ଇଂରାଜୀ ଭାଷାରେ Cisatracurium), ଅନ୍ୟମାନଙ୍କ ମଧ୍ୟରେ ନିମ୍ବେକ୍ସ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଏଣ୍ଡୋଟ୍ରାକିଆଲ ଇନଟ୍ୟୁବେସନ୍ ଏବଂ ଅସ୍ତ୍ରୋପଚାର କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ ସମୟରେ ସାହାଯ୍ୟ କରିଥାଏ ।[] [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହାର ମଧ୍ୟମ ଧରଣର ଆରମ୍ଭ ଏବଂ କାର୍ଯ୍ୟର ଅବଧି ଥାଏ ।[] []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ହୃଦ୍‌ଗତି ହାର ଅନ୍ତର୍ଭୁକ୍ତ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଦୀର୍ଘସ୍ଥାୟୀ ମାଂସପେଶୀ ଦୁର୍ବଳତା ଏବଂ ବାତ ହୋଇପାରେ ।[] ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିଲା ମାତ୍ରା ସଜାଡିବା ଆବଶ୍ୟକ ନୁହେଁ ।[] ଏହା ଅଣ-ଡିପୋଲାରାଇଜିଂ ପ୍ରକାରର ଏକ ନ୍ୟୁରୋମସ୍କୁଲାର ବ୍ଲକିଂ ଏଜେଣ୍ଟ | [] ଏହି ଔଷଧ ଦେବା ଫଳରେ କଙ୍କାଳ ମାଂସପେଶୀକୁ ଆରାମ ଦେଇଥାଏ ।[]

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସିସାଟ୍ରାକୁରିଅମ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୨୦ ମିଗ୍ରା ବିଶିଷ୍ଟ ଏକ ଭାଏଲର ମୂଲ୍ୟ ୮ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୨୫ ଡଲାର ଅଟେ ।[]

ସନ୍ଦର୍ଭ

[ସମ୍ପାଦନା]
  1. 1 2 3 4 5 6 7 ଆଧାର ଭୁଲ: ଅଚଳ <ref> ଚିହ୍ନ; AHFS2022 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "DailyMed - CISATRACURIUM BESYLATE injection". dailymed.nlm.nih.gov. Archived from the original on 28 March 2021. Retrieved 5 January 2022.
  3. 1 2 3 4 5 ଆଧାର ଭୁଲ: ଅଚଳ <ref> ଚିହ୍ନ; BNF81 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "Cisatracurium Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 5 January 2022.