ସିମ୍ରନ ମହାରଣା
ଦେଖଣା
ସିମ୍ରନ ମହାରଣା | |
|---|---|
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୫ରୁ-ଏବେଯାଏଁ |
| ବୈବାହିକ-ସାଥୀ | ଜ୍ୟୋତି ରଞ୍ଜନ ନାୟକ (ବିବାହ: ୨୦୨୫) |
| ପିତାମାତା | ଜୟରାମ ମହାରଣା (ବାପା) କୁନ୍ତଳା ମହାରଣା (ମାଆ) |
ସିମ୍ରନ ମହାରଣା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ ଦୂରଦର୍ଶନରେ କାମ କରନ୍ତି । ସେ ଆଶା, ସିନ୍ଦୂର ବିନ୍ଦୁ, ସିନ୍ଦୂରର ଅଧିକାର ଭଳି ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସିମ୍ରନଙ୍କ ବାପାଙ୍କ ନାମ ଜୟରାମ ମହାରାଣା ଓ ମାଆଙ୍କ ନାମ କୁନ୍ତଳା ମହାରଣା । ୨୦୨୫ ମସିହାରେ, ସେ ଅଭିନେତା ଜ୍ୟୋତି ରଞ୍ଜନ ନାୟକଙ୍କୁ ବିବାହ କରିଥିଲେ ।[୧]
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
|---|---|---|---|
| ଆଶା | ତରଙ୍ଗ ଟିଭି | ||
| ସିନ୍ଦୂର ବିନ୍ଦୁ | ସାର୍ଥକ ଟିଭି | ||
| ସିନ୍ଦୂରର ଅଧିକାର | ତରଙ୍ଗ ଟିଭି |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ସିମ୍ରନଙ୍କ ହାତ ଧରିଲେ ଜ୍ୟୋତି". Premeya (in od-IN). Bhubaneswar. 14 May 2025. Archived from the original on 14 May 2025. Retrieved 14 May 2025.
{{cite news}}: CS1 maint: unrecognized language (link)