ସିମିଲିଗୁଡା

ଉଇକିପିଡ଼ିଆ ରୁ
Jump to navigation Jump to search
Shimiliguda
village
Country India
Stateଓଡ଼ିଶା
ଉଚ୍ଚତା996 m (3,268 ft)
Languages
 • Official{{{demographics1_info1}}}
IST (UTC+5:30)

ସିମିଲିଗୁଡା... , ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ଗ୍ରାମ । କୋଥାଭାଲସା - କିରିଣ୍ଡୁଳ ରେଳପଥ ଉପରେ ଥିବା ଏହି ଗ୍ରାମରେ ରେଳ ଷ୍ଟେସନ ମଧ୍ୟ ରହିଛି ।ଏହା ମାଛକୁଣ୍ଡ ପ୍ରକଳ୍ପ ନିକଟରେ ରହିଛି ।

ଜନ ଆବାଦୀ[ସମ୍ପାଦନା]

ସିମିଲିଗୁଡାର ଜନସଂଖ୍ୟା 2011 ଜନଗଣନା ଅନୁସାରେ 98 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା 43 ହେଇଥିବା ବେଳେ ମହିଳା ସଂଖ୍ୟା 55 ଥିଲା । ଏଠାରେ ସାକ୍ଷ୍ୟରତା ହାର 49.41 %ଥିଲା ଯାହା ଜାତୀୟ ହାର 72 % ଠାରୁ ଢେର କମ । ଏଠାରେ 6 ବର୍ଷରୁ କମ ଆବାଦୀ 13.27 % ରହିଥିଲା । [୧]

ବାହ୍ୟ ଆଧାର [ସମ୍ପାଦନା]

  1. http://www.census2011.co.in/data/village/429531-semiliguda-orissa.html