ସିନ୍ଧେକେଲା

ଉଇକିପିଡ଼ିଆ ରୁ
Jump to navigation Jump to search

ସିନ୍ଧେକେଲା ଗାଆଁଟି ବଲାଙ୍ଗୀର ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତ ଅଟେ । ଏଠୁ ରାଣିପୁର ଝରିଆଲ ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ । ଏଇ ଗାଁ ଦେଇ ଉନ୍ଦେର ନଦୀ ବହେ ତଥା ଏହାର ଚାରିପାଖରେ ପାହାଡ ଥିବାରୁ ଗାଁଟି ଭାରି ସୁନ୍ଦର । ଏଠି ହାଇସ୍କୁଲ,କଲେଜ ତଥା ସରକାରୀ ଡାକ୍ତରଖାନା ଅଛି ।[୧]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]