Jump to content

ସିନ୍ଧି ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
Favicon of Wikipedia ସିନ୍ଧି ଉଇକିପିଡ଼ିଆ
Wikipedia-logo-v2-sd.svg
Screenshot
سنڌي وڪيپيڊيا اسڪرين شاٽ.png
Screenshot of the main page of Wikipedia Sindhi
ୟୁ.ଆର.ଏଲsd.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରନେଟ ଏନସାଇକ୍ଲୋପିଡ଼ିଆ ପ୍ରକଳ୍ପ
ରେଜେଷ୍ଟ୍ରିକରଣବାଧ୍ୟତାମୂଳକ ନୁହେଁ
ମିଳୁଥିବା ଭାଷାସିନ୍ଧି ଭାଷା
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଇକିମିଡିଆ ଫାଉଣ୍ଡେସନ

ସିନ୍ଧି ଉଇକିପିଡ଼ିଆ (Sindhi: سنڌي وڪيپيڊيا) ଉଇକିପିଡ଼ିଆର ସିନ୍ଧି ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୬ ଫେବୃଆରୀ ୨୦୦୬ରେ ଆରମ୍ଭ ହୋଇଥିଲା । ୨୦୨୬ ଜାନୁଆରୀ ସୁଦ୍ଧା ଏଥିରେ ୧୯୮୫୨ଟି ପ୍ରସଙ୍ଗ ରହିଛି ।[][] ୨୦୧୪ ମସିହା ପରେ, ଏହି ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ବୃଦ୍ଧି ପାଇଥିଲା ।[] ୨୦୧୫ ମସିହାରେ ୧,୦୦୦ ପ୍ରସଙ୍ଗ ହୋଇଥିଲା ଏବଂ ୨୦୧୮ ମସିହାରେ ୧୦,୦୦୦ ଟପିଥିଲା ।[]

ବ୍ୟବହାରକାରୀ ଓ ସମ୍ପାଦକ ସଂଖ୍ୟା

[ସମ୍ପାଦନା]
ସିନ୍ଧି ଉଇକିପିଡ଼ିଆ ପରିସଂଖ୍ୟାନ[]
ବ୍ୟବହାରକାରୀ ଆକାଉଣ୍ଟପ୍ରସଙ୍ଗ ସଂଖ୍ୟାଫାଇଲ୍ ସଂଖ୍ୟାପରିଚାଳକ ସଂଖ୍ୟା
୨୧୩୦୩୧୯୮୫୨୧୫୮
  1. سنڌي وڪيپيڊيا
  2. Sindhi Wikipedia, Retrieved on June 10, 2012
  3. Muzammiluddin, Syed (18 June 2016). "Seeing great potential in the Sindhi Wikipedia: Mehtab Ahmed". Wikimedia Blogs. Retrieved 16 May 2017.
  4. "انگ اکر". Sindhi Wikipedia. سنڌي وڪيپيڊيا. Retrieved 2 July 2018.
  5. "List of Wikipedias". Wikimedia Foundation. Retrieved April 26, 2022.

ବାହାର ଲିଙ୍କ୍

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Sindhi Wikipedia-ସମ୍ପର୍କିତ ମିଡ଼ିଆ