Jump to content

ସିକ୍ଲୋସ୍ପୋରିନ

ଉଇକିପିଡ଼ିଆ‌ରୁ
(ସିକ୍କୋସ୍ପୋରିନରୁ ଲେଉଟି ଆସିଛି)
ସିକ୍ଲୋସ୍ପୋରିନ
Clinical data
Pronunciation/ˌskləˈspɔːrɪn/[]
Trade namesNeoral, Sandimmune, others
Synonymscyclosporine, cyclosporin, ciclosporin A,[] cyclosporine A, cyclosporin A (CsA)
AHFS/Drugs.commonograph
MedlinePlusa601207
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, IV, eye drops
    Drug classimmunosuppressant
    calcineurin inhibitor
    eye medication
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    BioavailabilityVariable
    Metabolismliver CYP3A4
    Elimination half-lifeVariable (about 24 hours)
    Excretionbiliary
    Identifiers
    • (3S,6S,9S,12R,15S,18S,21S,24S,30S,33S)-30-Ethyl-33-[(1R,2R,4E)-1-hydroxy-2-methyl-4-hexen-1-yl]-6,9,18,24-tetraisobutyl-3,21-diisopropyl-1,4,7,10,12,15,19,25,28-nonamethyl-1,4,7,10,13,16,19,22,25,28,31-undecaazacyclotritriacontane-2,5,8,11,14,17,20,23,26,29,32-undecone
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.119.569 Edit this at Wikidata
    Chemical and physical data
    FormulaC62H111N11O12
    Molar mass1202.61 g/mol
    3D model (JSmol)
    • CC[C@H]1C(=O)N(CC(=O)N([C@H](C(=O)N[C@H](C(=O)N([C@H](C(=O)N[C@H](C(=O)N[C@@H](C(=O)N([C@H](C(=O)N([C@H](C(=O)N([C@H](C(=O)N([C@H](C(=O)N1)[C@@H]([C@H](C)C/C=C/C)O)C)C(C)C)C)CC(C)C)C)CC(C)C)C)C)C)CC(C)C)C)C(C)C)CC(C)C)C)C
    • InChI=1S/C62H111N11O12/c1-25-27-28-40(15)52(75)51-56(79)65-43(26-2)58(81)67(18)33-48(74)68(19)44(29-34(3)4)55(78)66-49(38(11)12)61(84)69(20)45(30-35(5)6)54(77)63-41(16)53(76)64-42(17)57(80)70(21)46(31-36(7)8)59(82)71(22)47(32-37(9)10)60(83)72(23)50(39(13)14)62(85)73(51)24/h25,27,34-47,49-52,75H,26,28-33H2,1-24H3,(H,63,77)(H,64,76)(H,65,79)(H,66,78)/b27-25+/t40-,41+,42-,43+,44+,45+,46+,47+,49+,50+,51+,52-/m1/s1 checkY
    • Key:PMATZTZNYRCHOR-CGLBZJNRSA-N checkY
     ☒NcheckY (what is this?)  (verify)

    ସିକ୍ଲୋସ୍ପୋରିନ (ଇଂରାଜୀ ଭାଷାରେ Ciclosporin, ଅନ୍ୟ ଉଚ୍ଚାରଣ ସାଇକ୍ଲୋସ୍ପୋରିନ/cyclosporine ବା cyclosporin, ଏକ ରୋଗ ପ୍ରତିହତକାରୀ ଔଷଧ (immunosuppressant medication) ଓ ଏକ ପ୍ରାକୃତିକ ପଦାର୍ଥ (natural product) ।[] ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆସିସ, କ୍ରନ୍ ରୋଗ, ନେଫ୍ରୋଟିକ ସିଣ୍ଡ୍ରୋମ (nephrotic syndrome) ରୋଗମାନଙ୍କରେ ଓ ପରିତ୍ୟକ୍ତ (rejection) ନ ହେବା ନିମନ୍ତେ ଅଙ୍ଗ ପ୍ରତିରୋପଣ (organ transplant) ଆଦି ଅବସ୍ଥାରେ ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[][] ଏହା କେରାଟୋକଞ୍ଜଙ୍କଟିଭାଇଟିସ ସିକା (keratoconjunctivitis sicca) ବା ଶୁଷ୍କ ଆଖିରେ ଟୋପା ବା ଡ୍ରପ୍ (eye drops) ଆକାରରେ ପକାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡବଥା, ବୃକ୍‌କ ସମସ୍ୟା (kidney problems), ଅତ୍ୟଧିକ ଲୋମ ବୃଦ୍ଧି ଓ ବାନ୍ତି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ସଂକ୍ରମଣ ସଂକଟ, ଯକୃତ ସମସ୍ୟା ଓ ଅଧିକ ଲିମ୍ଫୋମା ସଙ୍କଟ ରହେ । ପ୍ରତିକ୍ରିୟା ସଙ୍କଟ କମେଇବା ନିମନ୍ତେ ରକ୍ତରେ ଔଷଧର ସ୍ତର ତଦାରଖ କରିବା ଆବଶ୍ୟକ ।[] ଗର୍ଭାବସ୍ଥାରେ ଅପରିପକ୍ୱ ଜନ୍ମ (preterm birth) ସଙ୍କଟ ରହେ କିନ୍ତୁ ଜନ୍ମ ତୃଟି (birth defects) ରହିବା ଜଣାଯାଏନାହିଁ ।[]

    ଲିମ୍ଫୋସାଇଟମାନଙ୍କ (lymphocytes) କାମ କମ୍ କରେଇ ସିକ୍ଲୋସ୍ପୋରିନ କାର୍ଯ୍ୟକ୍ଷମ ହୁଏ ।[] ଏହା ସାଇକ୍ଲୋଫିଲିନ (cyclophilin) ସ‌ହିତ ଏକ ଯୌଗିକ ସୃଷ୍ଟି କରି କାଲସିନିଉରିନର (calcineurin) ଫସଫାଟେଜ (phosphatase) କ୍ରିୟା ଅବରୋଧ କରେ ଯାହାଦ୍ୱାରାଟି-ଲିମ୍ଫୋସାଇଟମାନଙ୍କ (T‐lymphocytes|) ପ୍ରଦାହକାରୀ ସାଇଟିକାଇନସ (inflammatory cytokine) ପ୍ରସ୍ତୁତି କମିଯାଏ ।[]

    ସନ ୧୯୭୧ରେ ଟୋଲିପୋକ୍ଲାଡିଅମ ଇନଫ୍ଲାଟମ ନାମକ ଏକ ଫିମ୍ପିରୁ ସିକ୍ଲୋସ୍ପୋରିନ ପ୍ରସ୍ତୁତ କରାଯାଇ ସନ ୧୯୮୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୧୦୬.୫୦ ଆମେରିକୀୟ ଡଲାର ।[୧୦] ଇଂଲଣ୍ଡରେ ଏହାର ଏକ ମାସ ଡୋଜର ମୂଲ୍ୟ ପ୍ରାୟ ୧୨୧.୨୫ ପାଉଣ୍ଡ ।[୧୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏକାର ଏକ ମାସର ମୂଲ୍ୟ ପ୍ରାୟ ୧୭୨.୯୫ ଆମେରିକୀୟ ଡଲାର ।[୧୨]

    1. "cyclosporin". Dictionary.com Unabridged. Random House. n.d. Retrieved 2011-07-13.
    2. Laupacis A, Keown PA, Ulan RA, McKenzie N, Stiller CR (May 1982). "Cyclosporin A: a powerful immunosuppressant". Canadian Medical Association Journal. 126 (9): 1041–6. PMC 1863293. PMID 7074504.
    3. 1 2 WHO Model Formulary 2008 (PDF). World Health Organization. 2009. p. 221. ISBN 9789241547659. Retrieved 8 December 2016.
    4. 1 2 3 "Cyclosporine". The American Society of Health-System Pharmacists. Retrieved 8 December 2016.
    5. "Cyclosporine eent". The American Society of Health-System Pharmacists. Retrieved 8 December 2016.
    6. "Cyclosporine Use During Pregnancy". www.drugs.com. Retrieved 20 December 2016.
    7. ଆଧାର ଭୁଲ: ଅଚଳ <ref> ଚିହ୍ନ; Matsuda_2000 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    8. Watts, Richard; Clunie, Gavin; Hall, Frances; Marshall, Tarnya (2009). Rheumatology. Oxford University Press. p. 558. ISBN 978-0-19-922999-4. {{cite book}}: Unknown parameter |name-list-format= ignored (|name-list-style= suggested) (help)
    9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    10. "Ciclosporin". International Drug Price Indicator Guide. Retrieved 8 December 2016.[permanent dead link]
    11. British national formulary: BNF 69 (69th ed.). British Medical Association. 2015. p. 632. ISBN 978-0-85711-156-2.
    12. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 20 December 2016.