ସାହିନା ମମତାଜ ବେଗମ
ଦେଖଣା
ସାହିନା ମମତାଜ ବେଗମ সাহিনা মুমতাজ বেগম | |
|---|---|
| ବିଧାୟକ: ପଶ୍ଚିମ ବଙ୍ଗ ବିଧାନ ସଭା | |
| Assumed office ୨୩ ମଇ ୨୦୧୯ | |
| ପୂର୍ବ ଅଧିକାରୀ | ଆବୁ ତାହେର ଖାନ୍ |
| ନିର୍ବାଚନ ମଣ୍ଡଳୀ | ନାଓଡା |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ତୃଣମୂଳ କଂଗ୍ରେସ |
| ସମ୍ପର୍କୀୟ | ନସିରଉଦ୍ଦିନ ଖାନ୍ (ଶଶୁର) |
ସାହିନା ମମତାଜ ବେଗମ ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ମସିହାରେ ପଶ୍ଚିମ ବଙ୍ଗରେ ହୋଇଥିବା ବିଧାନ ସଭା ଉପ-ନିର୍ବାଚନରେ, ସେ ନାଓଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ସେ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ତାଙ୍କ ଶଶୁର ନସିରଉଦ୍ଦିନ ଖାନ୍ ମଧ୍ୟ ଜଣେ ରାଜନୀତିଜ୍ଞ ଥିଲେ ।[୩] ୨୦୨୧ ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ, ସେ ପୁଣିଥରେ ସମାନ ଆସନରୁ ବିଜୟୀ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ List of Winners in West Bengal 2016
- ↑ "বন্ধুর পথেই মসৃণ জয়". Anandabazar Patrika (in Bengali). 29 May 2019. Retrieved 31 May 2019.
- ↑ "নওদার ঘরের মেয়ে হয়ে উঠেছেন প্রাক্তন মন্ত্রীর বউমা শাহিনা". Bartaman (in Bengali). 18 May 2019. Archived from the original on 13 February 2020. Retrieved 14 February 2020.