ସାନ୍ତାଳୀ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କ ତାଲିକା
ଦେଖଣା
(ସାହିତ୍ୟ ଏକାଡେମୀ ପୁରସ୍କାର ସାନ୍ତାଳୀରୁ ଲେଉଟି ଆସିଛି)
| ସାହିତ୍ୟ ଏକାଡେମୀ ପୁରସ୍କାର (ସାନ୍ତାଳୀ ଭାଷା) | |
|---|---|
| ଦାତା | ସାହିତ୍ୟ ଏକାଡେମୀ |
| ଦେଶ | ଭାରତ |
| ପ୍ରଥମ ପୁରସ୍କାର | ୨୦୦୫ |
| ଶେଷ ପୁରସ୍କାର | ୨୦୧୮ |
ସାନ୍ତାଳୀ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଲେଖିକାମାନଙ୍କ ତାଲିକା ।
ବିଜେତା
[ସମ୍ପାଦନା]୨୦୦୫ ମସିହାରୁ ସାହିତ୍ୟ ଏକାଡେମୀ ନୂଆ ଦିଲ୍ଲୀ ତରଫରୁ ଦିଆଯାଇଥିବା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାନ୍ତାଳୀ ଲେଖକ ମାନଙ୍କର ତାଲିକା ।[୧]
ବର୍ଷ |
ପୁସ୍ତକ |
ଲେଖକ |
|---|---|---|
| ୨୦୧୯ | ଶିଶିରଜଲୀ | କାଳିଚରଣ ହେମ୍ବ୍ରମ[୨] |
| ୨୦୧୭ | ତାହେନାଞ୍ଜ୍ ତାଙ୍ଗିରେ (କବିତା) | ଭୁଜଙ୍ଗ ଟୁଡୁ[୩] |
| ୨୦୧୮ |
ନାଲହା (କବିତା) | ଗୋବିନ୍ଦ ଚନ୍ଦ୍ର ମାଝୀ |
| ୨୦୧୫ |
ପା଼ର୍ସି ଖାତିର୍ (ନାଟକ) | ରବିଲାଲ୍ ଟୁଡୁ |
| ୨୦୧୪ |
ମାଲା ମୁଦାମ୍ (ନାଟକ) | ଜାମାଦାର କିସ୍କୁ |
| ୨୦୧୩ | ଚାଁଦୋ ବୋଁଗା (କବିତା) | ଅର୍ଜୁନ ଚରଣ ହେମ୍ବ୍ରମ୍ |
| ୨୦୧୨ | ବାଞ୍ଚାୱାକାନ୍ ଗୋଜ୍ ହୋଳ୍ (କ୍ଷୁଦ୍ରଗଳ୍ପ) | ଗୋଙ୍ଗାଧର ହାଁସଦାଃ |
| ୨୦୧୧ |
ବାଞ୍ଚାୱ ଲା଼ଳହା଼ୟ୍ (କବିତା) | ଆଦିତ୍ୟ କୁମର ମାଣ୍ଡି |
| ୨୦୧୦ | ରାହି ରାୱାଁଃ କାନ୍ (ନାଟକ) | ଭଗ୍ଲା ସରେନ୍ |
| ୨୦୦୯ | ସାୟ୍ ସାହେଦ୍ (କବିତା) | ଦମୟନ୍ତୀ ବେସ୍ରା |
| ୨୦୦୮ | ମା଼ନ୍ମୀ (କ୍ଷୁଦ୍ରଗଳ୍ପ) | ବାଦଲ ହେମ୍ବ୍ରମ୍ |
| ୨୦୦୭ | ଚେଦରେ ଚେକାୟେନା (ନାଟକ) | ଖେରୱାଳ୍ ସରେନ୍ |
| ୨୦୦୬ | ଗୁରୁ ଗୋମକେ ପଣ୍ଡେତ ରାଘୁନାଥ ମୁର୍ମୁ (ଜୀବନୀ) | ରାମ ଚନ୍ଦ୍ର୍ ମୁର୍ମୁ |
| ୨୦୦୫ | ଭାବନା (କବିତା) | ଯଦୁମଣି ବେସ୍ରା |
ଅନୁବାଦ ପୁରସ୍କାର ସମ୍ମାନିତ ଲେଖକ
[ସମ୍ପାଦନା]ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକ
[ସମ୍ପାଦନା]ଯୁବ ପୁରସ୍କାର ସମ୍ମାନିତ ଲେଖକ
[ସମ୍ପାଦନା]ସାହିତ୍ୟ ଏକଡେମୀ ୨୦୧୧ରୁ ଯୁବ ଲେଖକମାନଙ୍କ ପାଇଁ ଏକ ନୂତନ ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲେ । ଏହି ପୁରସ୍କର ବିଜେତାମାନେ ହେଲେ :[୪]
| ବର୍ଷ | ଲେଖକ | କୃତୀ | ଶୈଳୀ |
|---|---|---|---|
| ୨୦୧୧ | ସତୀଲାଲ ମୁର୍ମୁ | ଜାଗରଣ | କବିତା–ସଂଗ୍ରହ |
| ୨୦୧୨ | ଶ୍ୟାମ ଚରଣ ଟୁଡୁ | ଜାଲାଦାକ୍ | କବିତା–ସଂଗ୍ରହ |
| ୨୦୧୩ | ଲାଲଚାନ୍ଦ ସରେନ | ତିରଙ୍ଗ | କବିତା–ସଂଗ୍ରହ |
| ୨୦୧୪ | ଆନପା ମାରାଣ୍ଡି | ନାମାଲ | କବିତା–ସଂଗ୍ରହ |
| ୨୦୧୫ | ସୁଚିତ୍ରା ହାଁସଦାଃ | ବେଳା ଆହଲା | କବିତା |
| ୨୦୧୬ | ପରିମଲ୍ ହାଁସଦାଃ | ଧୁଆଁ ଓଟାଂଅଗ୍ କାନ୍ | କବିତା |
| ୨୦୧୭ | ମାଇନୋ ଟୁଡୁ | ମାର୍ସାଲ ଡାହାର | କବିତା–ସଂଗ୍ରହ |
| ୨୦୧୮ | ରାନୀ ମୁର୍ମୁ [୫] | ହପୋନ୍ ମାଇୟାଃ କୁକମୁ | କ୍ଷୁଦ୍ର-ଗଳ୍ପ |
ଆଧାର
[ସମ୍ପାଦନା]- ↑ "Akademi Awards (1955-2015)". Sahitya Akademi. Archived from the original on 4 March 2016. Retrieved 4 March 2016.
- ↑ "Press Release Sahitya Akademy 10/12/2019" (PDF). sahitya-akademi.gov.in/. Sahitya Akademy. Retrieved 26 February 2020.
- ↑ http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#SANTHALI
- ↑ "ସାହିତ୍ୟ ଏକଡେମୀ ଯୁବ ପୁରସ୍କାର (2011–2017)". ସାହିତ୍ୟ ଏକଡେମୀ. २६ जुलाई २०१७. Retrieved ८ सितम्बर २०१७.
{{cite web}}: Check date values in:|accessdate=and|date=(help) - ↑ "ଆର୍କାଇଭ୍ କପି". Archived from the original on 2018-07-16. Retrieved 2018-07-16.
{{cite web}}: Cite has empty unknown parameter:|1=(help)